ପୃଷ୍ଠା:Sashi Sena.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୮ ଶଶିସେଣା



ଶୁକ ପିକ ସାରୀ ତ‌ହିଁ ବେଦ‌ଧ୍ୱନି କଲେ ।
ବିଭା ବଢ଼ିଲାକ ତ‌ହିଁ ଏମନ୍ତ ପ୍ରକାରେ ।୫୬।
କମ୍ବୁ ଚକ୍ରଧର ହରି କମଳା ରମଣ ।
ଶିଶୁ ପରତାପ ରାୟେ ପଶଇ ଶରଣ ।୫୭।


୫୭ । କମ୍ବୁ ରମଣ-ଶଙ୍ଖଚକ୍ରଧାରୀ ଲକ୍ଷ୍ମୀ ଦେବୀଙ୍କ ପରି ହରି ।