Jump to content

ପୃଷ୍ଠା:Shankhanada.pdf/୧୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

“ଝୁମୁରି ମାଆ ଲୋ ଝୁମୁରି ମାଆ, ଏ କି କରମ କଲୁ, ଏଡ଼ିକି ଟିକିଏ ବାଙ୍କିଆ ଝିଅକୁ ବୁଢ଼ା ବରରେ ଦେଲୁ । ହେଉ ପଛେ ବୁଢ଼ା ବର, ଆଣିଦେବୁ ଶାଢ଼ୀ, ହାଟପାଳି ଦିନ ଦେଖେଇ ଦେବୁ ଲମ୍ବ ଲମ୍ବ ଦାଢ଼ି ॥" ୧୧୬ ଶଙ୍ଖନାଦ