Jump to content

ପୃଷ୍ଠା:Shankhanada.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାଇଁ ମୁଣ୍ଡ ଉପରେ ଲୁଗାକାନିକୁ ଟାଣି ଯାଉଥ‌ିବା ଜଣେ ସ୍ତ୍ରୀ ଲୋକକୁ ଚାହିଁଛନ୍ତି । ସେ ଝରକା ବନ୍ଦ କରିଦେଇ ମାମାଙ୍କ ଛାତିରେ ମୁହଁ ଲୁଚେଇ ଦେଲା, “ବାବାଙ୍କୁ କହିଦିଅ ମାମା, ମୁଁ ତମକୁ ଛାଡ଼ି କୁଆଡ଼େ ଯିବିନି ।” ବିରଜା ଝିଅର ଢଳ ଢଳ ଆଖୁକୁ ଚାହିଁଲେ ଏବଂ ତା' କପାଳ ଚୁମି ନେଲେ । ୧୬୦ ଶଙ୍ଖନାଦ