Jump to content

ପୃଷ୍ଠା:Shankhanada.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଚହଲା ମନ ଅଗଣାରେ ପ୍ରଶାନ୍ତିର ସ୍ଥବିରତା କେବଳ ଶୀତାଂଶୁ ହିଁ ଆଣି ପାରୁଥିଲେ । ନ ହେଲେ କି ୧୬ ବର୍ଷର ତଫାତର ପ୍ରଦୀପ ଏବଂ ପ୍ରୀତମଙ୍କ ମଧ୍ଯରେ ମୁଁ ସମନ୍ବୟତା ରଖ୍ ପାରିଥାନ୍ତି । ଅନୀତାର ଇଞ୍ଜିନିଅର, ଗୀତୁର ଶିକ୍ଷକ ଏବଂ ମୀନୁର କଣ୍ଟ୍ରାକ୍ଟର ସ୍ବାମୀମାନଙ୍କ ମଧ୍ୟରେ ତାଳ ମେଳ ରହି ଥାଆନ୍ତା । ୪୪ ଶଙ୍ଖନାଦ