Jump to content

ପୃଷ୍ଠା:Shankhanada.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯିବେ । ପୁଣି ଆଉଥରେ ଆମେ । ମୀନୁ ତା' ଶାଶୁ ଘରେ, ମୋ ଘରେ ମୁଁ ଏକୁଟିଆ । ଅନ୍ତତଃ କିଛି ଦିନ ମୋତେ ଏକୁଟିଆ ରହିବାକୁ ପଡ଼ିବ । ତା' ପରେ ମୋ ଦିନଚର୍ଯ୍ୟା ଭିନ୍ନ ହୋଇଯିବ । ମୁଁ ଏବଂ ମୋ ପିଲାମାନେ । ଶୀତାଂଶୁ ଯେ ଆଉ ନାହାନ୍ତି ! ଶଙ୍ଖନାଦ ୫୩