ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଅସନ୍ତୁଷ୍ଟର ଭିତର ନିଆଁରେ ରମଣଙ୍କର ମନ କୁହୁଳୁ ଥିଲା । କିନ୍ତୁ ଋତୁପଣ୍ଡା ଓ କ୍ଷେତ୍ର ମୋହନ ଉଭୟେ ସନ୍ତୁଷ୍ଟ ଥିଲେ । ବର୍ତ୍ତମାନକୁ ଗ୍ରହଣ କରିବାର କଳା ଓ କୌଶଳ ଯେ ଉଭୟେ ହୃଦୟଙ୍ଗମ କରିସାରିଥିଲେ । ୭୦ ଶଙ୍ଖନାଦ