ପୃଷ୍ଠା:ShreeJagannath.pdf/୧୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅରୁଣସ୍ତମ୍ଭ ସିଂହଦ୍ୱାର, ସିଂହଦ୍ୱାର ଗୁମୁଟ ଓ ବାଇଶିପାହାଚ ଏସବୁ ବାହାରବେଢ଼ା ଅନ୍ତର୍ଗତ । ବାହାରବେଢ଼ାସ୍ଥ ସମସ୍ତ ମନ୍ଦିର ଓ ବିଜେସ୍ଥଳୀର ତାଲିକା ନିମ୍ନରେ ପ୍ରଦାନ କରାଗଲା ।

ବାହାରବେଢ଼ା

ମନ୍ଦିର ଓ ବିଜେସ୍ଥଳୀ ଦେବଦେବୀ
୧। ଅରୁଣସ୍ତମ୍ଭ (ଏକ ମନ୍ଦିର ସ୍ୱରୂପ ମାନ୍ୟତାପ୍ରାପ୍ତ । ଅରୁଣ (ସୂର୍ଯ୍ୟଙ୍କ ସାରି)
ଚୂନରା ନିଯୋଗ ସେବା କରନ୍ତି ।)
୨ । ସିଂହଦ୍ୱାର ଦ୍ୱାର ଉପରେ ଦଶାବତାର ଓ ଲକ୍ଷ୍ମୀ ପ୍ରତିମା
ସିଂହଦ୍ୱାର ଗୁମୁଟ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ(ଚିତ୍ର),
ନରସିଂହ, ପତିତପାବନ ଓ ହନୁମାନ (ସୁଗ୍ରୀବ) ।
୩ । କାଶୀବିଶ୍ୱନାଥ ଶିବଲିଙ୍ଗ
୪ । ରାମଚନ୍ଦ୍ର ଦେବ ରାମ, ସୀତା, ଲକ୍ଷ୍ମଣ, ଓଗେର
୫ । ଅଭୟ ନୃସିଂହ ନୃସିଂହ
୬ । ଶ୍ରୀନରସିଂହ ନରସିଂହ ବା ନୃସିଂହ
୭ । ରାଧାବଲ୍ଲଭ ରାଧାକୃଷ୍ଣ
୮ । ଘଣ୍ଟେଶ୍ୱରୀ ଘଣ୍ଟେଶ୍ୱରୀ ଠାକୁରାଣୀ ଓ ଗଣେଶ ଚିତ୍ର ପ୍ରତିମା
୯ । ଭେଟମଣ୍ଡପ
(ଏଠାରେ ନୀଳାଦି୍ରବିଜେ ଦିନ
ଲକ୍ଷ୍ମୀ ବିଜେ କରନ୍ତି)
୧୦ । ଷଡ଼ଭୁଜ ଗୌରାଙ୍ଗ ଗୌରାଙ୍ଗ ମୂର୍ତ୍ତିି
୧୧ । ମହାବୀର ହନୁମାନ
(ସରଘର, ପ୍ଳଟ ନଂ.୨୧୩)
୧୨ । ମହାଦେବ ଶିବ
୧୩ । ଦକ୍ଷିଣେଶ୍ୱର ଶିବ
୧୪ । ଶ୍ରୀନୃସିଂହ ନୃସିଂହ
୧୫ । ହନୁମାନ (ପାଣିଆଘର) ହନୁମାନ
୧୬ । କଳ୍‍କି ଅବତାର ମୂର୍ତ୍ତିି ଓ
ପୁରାଣ ନୃସିଂହ ନୃସିଂହ
୧୭ । ବସନ୍ତେଇ ବା ବୁଢ଼ୀମା ଠାକୁରାଣୀ ବସନ୍ତ ଠାକୁରାଣୀ
(ପ୍ରତିଦିନ ତାଟ ମହାପ୍ରସାଦ ବିମଳାଙ୍କୁ
ସମର୍ପଣ ହେବା ପରେ ଏହାଙ୍କୁ ସମର୍ପଣ ହୁଏ)
ଶ୍ରୀଜଗନ୍ନାଥ ୧୮୫