ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ୧୮ । | ରୋଷ ଗଣେଶ | ଗଣେଶ |
| ୧୯ । | ବାରଭା ଇ ହନୁମାନ (ମହାବୀର) | ଦକ୍ଷିଣ ପାର୍ଶ୍ୱ ବାହାର ବେଢ଼ାରେ ଏକ ମନ୍ଦିରରେ |
| (ପ୍ଳଟ୍ ନଂ.୨୪୭) | ସ୍ଥାପିତ ବାରଜଣ ହନୁମାନ୍ (ବାରଭାଇ / | |
| ବାରଭାୟା) ସେମାନେ ହେଲେ :- ଜନ୍ମ ହନୁମାନ, | ||
| ଗୟ, ଗବାକ୍ଷ, ସୁଷେଣ, ହନୁମାନ,ଜାମ୍ବବ, | ||
| ତାରାକ୍ଷ, ଅଙ୍ଗଦ, ସୌରୀ, ସୁଗ୍ରୀବ, ନଳ, ନୀଳ | ||
| ୨୦ । | ପଞ୍ଚମୁଖୀ ମହାବୀର | ମହାବୀର ହନୁମାନ |
| ୨୧ । | ଦୁର୍ଗାମାଧବ | ଦୁର୍ଗା ଓ ମାଧବ |
| ୨୨ । | ଶ୍ରୀସିଦ୍ଧେଶ୍ୱର ମହାଦେବ | ମହାଦେବ |
| ୨୩ । | ଶ୍ରୀଚକ୍ର ନାରାୟଣ | ନାରାୟଣ |
| ୨୪ । | ରାମେଶ୍ୱର ମହାଦେବ (ଚାରିଧାମ) | ଗୋକର୍ଣ୍ଣେଶ୍ୱର, ବଦ୍ରିନାଥ, ଦ୍ୱାରକାନାଥ ଓ ଜଗନ୍ନାଥ |
| ୨୫ । | ଶ୍ରୀନୃସିଂହ (ସରଘର) | ନୃସିଂହ |
| ୨୬ । | ପଶ୍ଚିମଦ୍ୱାର ମହାବୀର | ମହାବୀର ହନୁମାନ |
| ୨୭ । | ଶ୍ରୀଧବଳେଶ୍ୱର | ଶିବ |
| ୨୮ | କୋଇଲି ବୈକୁଣ୍ଠ | ---- |
| ୨୯ । | ବୈକୁଣ୍ଠ | ---- |
| ୩୦ । | ଦାରୁଘର | ---- |
| ୩୧ । | ବୈକୁଣ୍ଠ ମହାଦେବ | ଶିବ |
| (ସୂପକାର ନିଯୋଗ) | ||
| ୩୨ । | ରାଧାକୃଷ୍ଣ (ଅର୍ପଣ ଗୋପାଳ) | ରାଧାକୃଷ୍ଣ |
| (ବର୍ଦ୍ଧମାନ ରାଜା ମାର୍ଫତଦାର) | ||
| ୩୩ । | ତପସ୍ୱୀ ହନୁମାନ | ହନୁମାନ |
| ୩୪ । | ଶ୍ରୀବାମନ | ବାମନ ଅବତାର |
| ୩୫ । | ଶ୍ରୀଲକ୍ଷ୍ମୀ ନୃସିଂହ | ଲକ୍ଷ୍ମୀ ଓ ନୃସିଂହ |
| ୩୬ । | ଶ୍ରୀଉତ୍ତରାୟଣୀ | ନାରାୟଣୀ |
| ୩୭ । | ଶ୍ରୀଶୀତଳା ଠାକୁରାଣୀ | ଶୀତଳା ଦେବୀ |
| ୩୮ । | ଝାଡେଶ୍ୱରୀ ଠାକୁରାଣୀ | ଝାଡେଶ୍ୱରୀ |
| ୩୯ । | ଶିବ- ଅନ୍ନପୂର୍ଣ୍ଣା | ଶିବ ଓ ମହାଲକ୍ଷ୍ମୀ |
| ୪୦ । | ଚାହାଣି ମଣ୍ଡପ (ଆନନ୍ଦବଜାର) | ---- |
ଶ୍ରୀଜଗନ୍ନାଥ ୧୮୬