ପୃଷ୍ଠା:ShreeJagannath.pdf/୧୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧ । ଦେବସ୍ନାନ ମଣ୍ଡପ (ଆନନ୍ଦବଜାର) ----
୪୨ । ଐଶାନେଶ୍ୱର ଶିବ
୪୩ । ଧବଳେଶ୍ୱର ଶିବ
୪୪ । କାଶୀନାଥ ଶିବ
୪୫ । ଶ୍ରୀଗଣେଶ ଗଣେଶ

ଭିତରବେଢ଼ା

ଭିତରବେଢ଼ାର କେନ୍ଦ୍ରସ୍ଥଳରେ ମୁଖ୍ୟମନ୍ଦିର ଅବସ୍ଥିତ, ଯାହାର ଗର୍ଭଗୃହରେ ରତ୍ନବେଦୀରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସମେତ ସପ୍ତବିଗ୍ରହ ବିରାଜିତ । ରତ୍ନ ବେଦୀର ଚତୁଃପାର୍ଶ୍ୱ ସ୍ଥାନକୁ ପୋଖରିଆ କୁହାଯାଏ । ସ୍ୱତ୍ୱଲିପିର ନକ୍‍ସା ଅନୁସାରେ ଏହା ଫୁଟ୍‍ ନଂ.୨ର ଅନ୍ତର୍ଭୁକ୍ତ । ଭିତର ବେଢ଼ାରେ ଅବସ୍ଥିତ ମନ୍ଦିର, ବିଜେସ୍ଥଳୀ ଓ ଦେବଦେବୀଙ୍କ ତାଲିକା ନିମ୍ନରେ ଦର୍ଶାଯାଇଛି ।

ମନ୍ଦିର/ବିଜେସ୍ଥଳୀ ଦେବଦେବୀ
୧ । ଗର୍ଭଗୃହ ବଳଭଦ୍ର, ଜଗନ୍ନା, ସୁଭଦ୍ରା, ସୁଦର୍ଶନ,
ଭୂଦେବୀ, ଶ୍ରୀଦେବୀ, ନୀଳମାଧବ ।
୨ । ଭଣ୍ଡାର ଘର ଲୋକନାଥ (ବିଜେପ୍ରତିମା) ପହୁଡ଼
(ପାଣିକୁଣ୍ଡର ଉପର ଭାଗ) ଶୟନ ଠାକୁର ଓ ଦୁର୍ଗା ଠାକୁରାଣୀ
୩ । ରତ୍ନଭଣ୍ଡାର ----
୪ । ଠାକୁର ଶୟନ ଘର ଶୟନ ଠାକୁର ଓ ଠାକୁରାଣୀ (୩ ମୂର୍ତ୍ତିି)
୫ । ଜୟ ବିଜୟ ଦ୍ୱାର ଜୟ ଓ ବିଜୟ (ଦ୍ୱାରପାଳ)
୬ । ଜଗମୋହନ ଗରୁଡ଼ ସ୍ତମ୍ଭ, ଚର୍ଚ୍ଚାଗଣେଶ, ଖମ୍ବ‌ଗାୟତ୍ରୀ,
ଖମ୍ବନୃସିଂହ, ଖମ୍ବଦକ୍ଷିଣକାଳୀ, ଖମ୍ବଶୀତଳା,
ଚକ୍ରନାରାୟଣ, ଖମ୍ବବିମଳା, ସୁଗ୍ରୀବ, ବିଭୀଷଣ,
ମଙ୍ଗଳା, ଚୈତନ୍ୟ, ଶ୍ରୀକୃଷ୍ଣ, ମହାବୀର,ପଞ୍ଚମୁଖୀ
ମହାବୀର ବା ହନୁମାନ
୭ । ଭୋଗମଣ୍ଡପ ଗଣେଶ, ବ୍ରହ୍ମା, ମହାଦେବ, କାଳିକା,
ନୃସିଂହ (ଭୋଗ ଆସିବା ବାଟରେ)
୮ । ବଟବଳଭଦ୍ର ବଳଭଦ୍ର ବା ବଳରାମ
୯ । ଇନ୍ଦ୍ରାଣୀ ଦେଉଳ ଇନ୍ଦ୍ରାଣୀ ଠାକୁରାଣୀ
୧୦ । ପତି‌ତପାବନ ପତି‌ତପାବନ ବା ଜଗନ୍ନାଥ
(ପୁରାଣ ପଣ୍ତା ଘର)
ଶ୍ରୀଜଗନ୍ନାଥ ୧୮୭