ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ୧୧ । | ମାଜଣାମଣ୍ଡପ (ବିବାହ ବେଦୀ) | --- |
| ୧୨ । | ଦକ୍ଷିଣ ଘର(ବିଜେ ପ୍ରତିମା ଘର) | ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ (ଏମାନଙ୍କର |
| ଚଳନ୍ତି ବିଗ୍ରହ), ଛୋଟ ରାମକୃଷ୍ଣ ଓ ନାରାୟଣ | ||
| (ଏମାନଙ୍କର ଅଚଳନ୍ତି ବିଗ୍ରହ), ନାରାୟଣ | ||
| (ଚଳନ୍ତି) ରାମକୃଷ୍ଣ ଓ ମଦନମୋହନ (ଚଳନ୍ତି), | ||
| ଦେଳଗୋବିନ୍ଦ (ଚଳନ୍ତି), ବଦ୍ରିନାରାୟଣ, | ||
| ଲଡ଼ୁଗୋପାଳ, ବାମନ, ଲକ୍ଷ୍ମୀ -ନାରାୟଣ ଓ | ||
| ଶେଷଦେବ (ଏମାନେ ଅଚଳନ୍ତି), ପଞ୍ଚପାଣ୍ଡବ | ||
| (ଏଥିରୁ ୩ ମୂର୍ତ୍ତିି ଚଳନ୍ତି), ଶାଳଗ୍ରାମ (୧୮ ମୂର୍ତ୍ତି) । | ||
| କାନ୍ଥରେ ମହାଲକ୍ଷ୍ମୀ ମୂର୍ତ୍ତିି ଓ ବୀରଭଦ୍ର ମୂର୍ତ୍ତିି । | ||
| ବାହାରେ ଥିବା ଚିତମୂର୍ତ୍ତି-ଦଶଭୁଜା ଦୁର୍ଗା, ଗଣେଶ, | ||
| କାର୍ତ୍ତିକେୟ, ହନୁମାନ, ଈଶ୍ୱର-ପାର୍ବତୀ, | ||
| ଭୀମେଶ୍ୱରୀ, ହରଚଣ୍ଡୀ, ବେଢ଼ାଦୁର୍ଗା, ଦନ୍ତେଶ୍ୱରୀ | ||
| ଓ ହନୁମାନ । | ||
| ୧୩ । | ବରାହ ମନ୍ଦିର | ବରାହ |
| ୧୪ । | ଏକାଦଶୀ ମନ୍ଦିର | ଏକାଦଶୀ ଦେବୀ |
| ୧୫ । | ନିଶାନୃସିଂହ ମନ୍ଦିର | ନୃସିଂହ |
| ୧୬ । | ବଳିବାମନ ମନ୍ଦିର | ବାମନ, ଗଣେଶ |
| ୧୭ । | ନାଭିକଟା ମଣ୍ଡପ | ହନୁମାନ |
| ୧୮ । | ଗାରଦ ଘର | ନାରାୟଣ ଓ ହନୁମାନ |
| ୧୯ । | ରାଧାକୃଷ୍ଣ ମନ୍ଦିର | ରାଧା ଓ କୃଷ୍ଣ |
| (ପ୍ଳଟ୍ ନଂ.୩୭) | ||
| ୨୦ । | ରାଧାକୃଷ୍ଣ ମନ୍ଦିର | ରାଧା ଓ କୃଷ୍ଣ |
| (ପ୍ଲଟ୍ ନଂ.୩୮) | ||
| ୨୧ । | ପାତାଳେଶ୍ୱର ମନ୍ଦିରର | ଶିବ ଲିଙ୍ଗ |
| (କୁର୍ମବେଢ଼ାର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ । | ||
| ପୂର୍ବ ଆଡ଼କୁ ମନ୍ଦିରର ଦ୍ୱାର ଅଛି । ମନ୍ଦିରରେ | ||
| ପ୍ରାଚୀନ ଶିଳାଲିପି ରହିଛି) | ||
| ୨୨ । | ହୟଗ୍ରୀବ | ହୟଗ୍ରୀବ |
| (ପାତାଳେଶ୍ୱର ମନ୍ଦିରର | ||
| ଏକ ଅଂଶରେ ଅଛନ୍ତି) |
ଶ୍ରୀଜଗନ୍ନାଥ ୧୮୮