ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ୨୩ । | ସରଘର (ପ୍ଳଟ୍ ନ.୪୨) | ତାଣ୍ଡବ ଈଶ୍ୱର, ଚିତ୍ର ଗଣେଶ, କାଳିନ୍ଦୀଶ୍ୱର |
| ୨୪ । | ଶ୍ରୀରାମଚନ୍ଦ୍ର ମନ୍ଦିର | ରାମଚନ୍ଦ୍ର |
| ୨୫ । | ଦଧିବାମନ | ଜଗନ୍ନାଥ |
| ୨୬ । | (କୋଣାର୍କ) | ସୂର୍ଯ୍ୟଦେବ (ବିଜେ ପ୍ରତିମା ମଧ୍ୟ ଅଛନ୍ତି) |
| ସୂର୍ଯ୍ୟନାରାୟଣ ମନ୍ଦିର | ||
| ୨୭ । | ବର୍ଦ୍ଧମାନ ମନ୍ଦିର | ରାଧାବଲ୍ଲଭ ଓ ଲକ୍ଷ୍ମୀ ନାରାୟଣ |
| ୨୮ । | ନବଗ୍ରହ ମନ୍ଦିର | ନବଗ୍ରହ, ସମଲେଶ୍ୱରୀ, ରାମ, ସୀତା, ଲକ୍ଷ୍ମଣ ଓ ହନୁମାନ |
| ୨୯ । | ଲକ୍ଷ୍ମୀ ମନ୍ଦିରର ରୋଷଘର | --- |
| (ଏଠାରେ ବାହାର ଦେଉଳ ଭୋଗ ତିଆରି ହୁଏ) | ||
| ୩୦ । | ଲକ୍ଷ୍ମୀ ନାରାୟଣ ମନ୍ଦିର | ଲକ୍ଷ୍ମୀ ଓ ନାରାୟଣ |
| ୩୧ । | ଶ୍ରୀଲକ୍ଷ୍ମୀ ମନ୍ଦିର | ସିଂହାସନରେ ଶ୍ରୀଲକ୍ଷ୍ମୀ ପ୍ରତିମା ଅବସ୍ଥିତ । |
| ଜଗମୋହନର କାନ୍ଥରେ ଗଣେଶ, ହନୁମାନ, ନୃସିଂହ, | ||
| ବରାହ ଓ ଲକ୍ଷ୍ମୀ -ନୃସିଂହଙ୍କ ଚିତ୍ର ରହଛି । ଲକ୍ଷ୍ମୀଙ୍କ | ||
| ସମେତ ଏହି ଚିତ୍ର ଦିଅଁଙ୍କର ମଧ୍ୟ ପୂଜା ହୁଏ । | ||
| ୩୨ । | ବେଢ଼ାକାଳୀ ମନ୍ଦିର | କାଳୀ |
| ୩୩ । | ନୀଳମାଧବ ମନ୍ଦିର | ନୀଳମାଧବ(ଦଇତାପତି ନିଯୋଗ ସେବା କରନ୍ତି) |
| ୩୪ । | ଭୁବନେଶ୍ୱରୀ ମନ୍ଦିର | ଭିତର ବଖରାରେ ଭୁବନେଶ୍ୱରୀ ମୂର୍ତ୍ତିି ଅଛନ୍ତି । |
| ବାହାର ବଖରାରେ ସରସ୍ୱତୀ, ଷଷ୍ଠୀ, ସାବିତ୍ରୀ ଓ | ||
| ଗାୟତ୍ରୀ ଅଛନ୍ତି । | ||
| ୩୫ । | କ୍ଷୀରଚୋରା ଗୋପୀନା ମନ୍ଦିର | ରାଧା ଓ କୃଷ୍ଣ |
| ୩୬ । | କାଞ୍ଚି ଗଣେଶ (ଭଣ୍ଡଗଣେଶ) | ଗଣେଶ ବା ଉଛିଷ୍ଟ ଗଣପତି । ତାନ୍ତ୍ରିକ ଗଣେଶ |
| (ଏହାଙ୍କ ମୂର୍ତ୍ତିି ତାତ୍ତ୍ୱିକ ବୈଚିତ୍ର୍ୟ ହେତୁ ଭଣ୍ଡଗଣେଶ | ||
| ଭାବରେ କଥିତ । ...ତାଙ୍କର ବାମ ଉପର ହସ୍ତରେ | ||
| ପରଶୁ ଓ ବାମତଳ ହସ୍ତରେ ସିଦ୍ଧିଦେବୀଙ୍କୁ | ||
| ...ଆଲିଙ୍ଗନ କରି ନିଜ ଲିଙ୍ଗମର୍ଦ୍ଦନ, ଦକ୍ଷିଣ ଉପର | ||
| ହସ୍ତରେ ଭଗ୍ନଦନ୍ତ ଓ ତଳସ୍ତରରେ ଅକ୍ଷମାଳା ରହିଛି | ||
| ('ପୁରୀ ବୋଲି') । ସୂର୍ଯ୍ୟବଂଶର ରାଜା ପୁରୁଷୋତ୍ତମ | ||
| ଦେବ ଏହି ମୂର୍ତ୍ତିିକୁ କାଞ୍ଚିରୁ ଆଣିଥିଲେ ବୋଲି କୁହାଯାଏ ।) |
ଶ୍ରୀଜଗନ୍ନାଥ ୧୮୯