ପୃଷ୍ଠା:ShreeJagannath.pdf/୧୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କୁକୁର ଉପରେ ବିରାଜିତା ପଥରର ଏକ ଦେବୀମୂର୍ତ୍ତିି । ଦେବୀ
ଦ୍ୱିଭୁଜା; ଗୋଟିଏ ହାତରେ ଖଡ଼ଗ ଓ ଅନ୍ୟ ହାତରେ ଖର୍ପର ।
ମୂର୍ତ୍ତିିଟି ଏକ ଛୋଟ ବଖରାରେ ରହିଛନ୍ତି । ଏହି ମୂର୍ତ୍ତିକୁ
କୁତ୍ତାମଚଣ୍ଡୀ ବା କୁଟାମଚଣ୍ଡୀ କୁହାଯାଉଛି । ଅନନ୍ତ ବାସୁଦେବ
ମନ୍ଦିରର ଉତ୍ତରପାର୍ଶ୍ୱ କାନ୍ଥ ଦେହରେ ଶ୍ରୀମନ୍ଦିରର
(ଜଗମୋହନ ଆଡ଼କୁ ମୁହଁ କରି) ଏକ ପରର କୁକୁର
ମୂର୍ତ୍ତିି ବିଦ୍ୟମାନ। କୁକୁର ଉପରେ ବିରାଜିତା ଦେବୀମୂର୍ତ୍ତିି
କୁତ୍ତାମଚଣ୍ଡୀ କି ଏହି କୁକୁର ମୂର୍ତ୍ତିି କୁତ୍ତାମଚଣ୍ଡୀ
ତାହା ସଠିକ୍‍ ଜଣାପଡୁନାହିଁ । ଅନନ୍ତ ବାସୁଦେବ
ମନ୍ଦିରର ପୂଜକ (ସେବକ) ଏହି ଉଭୟ ମୂର୍ତ୍ତିିଙ୍କୁ
ପୂଜା କରନ୍ତି। ପ୍ରତିଦିନ ବଳଭଦ୍ରଙ୍କ ବାଡ଼ର ଥାଳି
ଖେଚୁଡ଼ି କୁତ୍ତାମଚଣ୍ଡୀଙ୍କୁ ସମର୍ପଣ କରାଯାଏ) ।
୫୧ । ସୂର୍ଯ୍ୟଯନ୍ତ୍ର ମନ୍ଦିର ସୂର୍ଯ୍ୟଙ୍କର ଯନ୍ତ୍ର
(ପ୍ରତିଦିନ ଏଠାରେ ସୂର୍ଯ୍ୟପୂଜା ହୁଏ)
୫୨। ପଞ୍ଚପାଣ୍ଡବ ମନ୍ଦିର ଉଦାହରଣ
(ପ୍ଳଟ୍‍ ନଂ.୯୦) ମାର୍କଣ୍ଡେଶ୍ୱର, ଯମେଶ୍ୱର ଓ ଲୋକେଶ୍ୱର ଅଛନ୍ତି
୫୩ । ବଟକୃଷ୍ଣ (ପ୍ଳଟ୍‍ ନଂ.୯୨) କୃଷ୍ଣ
୫୪ । ପଞ୍ଚପାଣ୍ଡବ (ପ୍ଳଟ୍‍ ନଂ.୯୧-କ) ପଞ୍ଚଶିବ ଲିଙ୍ଗ (ଉଭୟ ସ୍ଥାନରେ)
ଓ ପଞ୍ଚପାଣ୍ଡବ (ପ୍ଳଟ୍‍ ନଂ.୯୩)
୫୫ । ବରାହ ନାରାୟଣ ବରାହ ଅବତାର
(ପ୍ଲଟ ନଂ.୯୧)
୫୬ । ରାଧାକୃଷ୍ଣ (ପ୍ଲଟ୍‍ ନଂ.୯୪-କ) ରାଧା ଓ କୃଷ୍ଣ
୫୭ । ବଟ ପତିତପାବନ ଜଗନ୍ନାଥ
(ବଟ ଅବକାଶ)
ଏଠାରେ ସରଘର, ପାଣିକୁଣ୍ଡ ଅଛି ।
ପୁରାଣ ପଢ଼ାଯାଏ ।
୫୮ । ବାଳମୁକୁନ୍ଦ ବାଳକୁଷ୍ଣ
୫୯ । ବଟକୃଷ୍ଣ (ପ୍ଳଟ ନ.୯୯) କୃଷ୍ଣ
୬୦ । ବଟମଙ୍ଗଳା ମନ୍ଦିର ମଙ୍ଗଳା ଠାକୁରାଣୀ
୧୯୨ ଶ୍ରୀଜଗନ୍ନାଥ