ପୃଷ୍ଠା:ShreeJagannath.pdf/୧୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୨ । ଚକାଗୋପାଳ ଠାକୁର (ସରଘର) କୃଷ୍ଣ
୭୩ । ଚୈତନ୍ୟ ମନ୍ଦିର ଚୈତନ୍ୟ
୭୪ । ଶୁଆଶାରୀ ଦେଉଳ ରାମଚନ୍ଦ୍ର
୭୫ । ଶ୍ୟାମରାଈ ଶ୍ୟାମରାଈ ଓ ଅନନ୍ତ ବାସୁଦେବ
(ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ)
୭୬ । ବିମାନ ସରଘର ମହାବୀର
୭୭ । ସତ୍ୟନାରାୟଣ ନାରାୟଣ
(ପ୍ଲଟ ନଂ. ୧୩୦)
୭୮ । ପାଦପଦ୍ମ ଓ ଚଉତରା ଚୈତନ୍ୟ ପାଦପଦ୍ମ
୭୯ । ଗର୍ବ ଗଞ୍ଜନ ମହାବୀର ମହାବୀର (ହନୁମାନ)
(ଭିତର ବେଢ଼଼ା ଗୁମୁଟ)
୧୯୪ ଶ୍ରୀଜଗନ୍ନାଥ