ପୃଷ୍ଠା:ShreeJagannath.pdf/୨୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଥାଳିପକା ଧଉଳା ୯ ମୂର୍ତ୍ତି
ବଡ଼ ଖଇର ଚୂଳ ୧ ମୂର୍ତ୍ତି
ସାନ ଖଇର ଚୂଳ ୪ ମୂର୍ତ୍ତି
ବଡ଼ ପୁଷ୍ପାଳକ ଆରିସା ୧୦ ମୂର୍ତ୍ତି
ମରିଚ ଲଡ଼ୁ ୫୦ ମୂର୍ତ୍ତି
ବଡ଼ ପିଠା ୪ ସରା
ମହାବୀର ପିଠା ୭ ସରା (୧୪ ପଟ)
ଗୋଟିକିଆ ପଟପିଠା ୩ ପଟ
ଫେଣି ୧ ସରା
ଟାକୁଆ ୪ ସରା
ଗଜା ୧ ଓଳି
ପାଗ ଆରିିସା ୯ ମୂର୍ତ୍ତି
ବଡ଼ପାଗ ଆରିସା ୬ ମୂର୍ତ୍ତି
ଝଡେ଼ଇଲଦା ତାଡ଼ ୧ ମୂର୍ତ୍ତି
ବିରି ବଡ଼ି ୪ ଓଳି
ବଡ଼ଠାକୁରଙ୍କ ଥାଳି ଅନ୍ନ ୯ କୁଡ଼ୁଆ
ସୁଭଦ୍ରାଙ୍କ ଥାଳି ଅନ୍ନ ୩ କୁଡ଼ୁଆ
ସୁଦର୍ଶନଙ୍କ ଥାଳି ଅନ୍ନ ୨ କୁଡ଼ୁଆ
ଜଗନ୍ନାଥଙ୍କ ଥାଳି ଅନ୍ନ ୪ କୁଡ଼ୁଆ
ଭୋଗ ଓରିଆ ୫ କୁଡ଼ୁଆ
ବଡ଼ ଓଳି ଓରିଆ ୧୦ ଓଳି
ସାନ ଓଳି ଓରିଆ ୪ ଓଳି
ପିତି ଅନ୍ନ ୪ ଓଳି
ମୁଗ ଡାଲି ୪ ଓଳି
ବଡ଼ ଓଳି ମରିଚପାଣି ୪ ଓଳି
ସାନ ଓଳି ମରିଚପାଣି ୫ ଓଳି
କଡ଼ମ୍ବା ହାଣ୍ଡି ୩ ଗୋଟା
ସାନ କଡ଼ମ୍ବା ୩ ଓଳି
ପଣା ୫ ଓଳି
ବଡ଼ ବଡ଼ି କ୍ଷୀରି ୧ ଓଳି
ସାନ ବଡ଼ି କ୍ଷୀରି ୪ ଓଳି

ଶ୍ରୀଜଗନ୍ନାଥ * ୨୮୭