ପୃଷ୍ଠା:ShreeJagannath.pdf/୨୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପରିଶିଷ୍ଟ - ୯
ନିର୍ବାଚିତ ଗ୍ରନ୍ଥସୂଚୀ
୧. ସ୍କନ୍ଦ ପୁରାଣ (ସଂ) ବଥାବା ଚୈତନ୍ୟ ଚରଣ ଦାସ
(ଉତ୍କଳ ଖଣ୍ଡ ବା ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟମ୍‍) (ଭାଗବତ ଆଶ୍ରମ ପୁରୀ)
୨. ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁବାଦକ ପଣ୍ଡିତ ହରିହର ମିଶ୍ର
(ଧର୍ମଗ୍ରନ୍ଥ ଷ୍ଟୋର, କଟକ)
୩. ନାରଦ ପୁରାଣ
୪. ବ୍ରହ୍ମ ପୁରାଣ
୫. ପଦ୍ମ ପୁରାଣ
୬. ମତ୍ସ୍ୟ ପୁରାଣ
୭. ମହାଭାରତ ସାରଳା ଦାସ
୮. ଦେଉଳ ତୋଳା ଶିଶୁକୃଷ୍ଣ ଦାସ
୯. କପିଳ ସଂହିତା (ସଂ) କେଦାରନାଥ ଗବେଷଣା ପରିଷଦ
ଭୁବନେଶ୍ୱର-୨
୧୦. ନୀଳାଦ୍ରି ମହୋଦୟଃ (ସଂ) ଡକ୍ଟର ବ୍ରଜ କିଶୋର ସ୍ୱାଇଁ
(୧ମ ଓ ୨ୟ ଖଣ୍ଡ) (ସଦଗ୍ରନ୍ଥ ନିକେତନ ପୁରୀ)
୧୧. ବାମଦେବ ସଂହିତା (ସଂ) ପ୍ରଫେସର ଜୟକୃଷ୍ଣ ମିଶ୍ର
(ସଦଗ୍ରନ୍ଥ ନିକେତନ ପୁରୀ)
୧୨. ମହାପୁରୁଷ ବିଦ୍ୟା
୧୩. ଓଡ଼ିଆ ସାହିତ୍ୟର କ୍ରମ ପରିଣାମ ପଣ୍ଡିତ ନୀଳକଣ୍ଠ ଦାଶ
୧୪. ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା ପ୍ରଫେସର ବାସୁଦେବ ସାହୁ

ଶ୍ରୀଜଗନ୍ନାଥ * ୨୯୩