ପୃଷ୍ଠା:ShreeJagannath.pdf/୨୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(ସାଥୀ ମହଲ, କଟକ)
୩୫. ଭାରତୀୟ ଧର୍ମଶାସ୍ତ୍ର ଡକ୍ଟର ଭଗବାନ ପଣ୍ଡା
୩୬. ନୃସିଂହ ଆରାଧନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି
୩୭. ଦାରୁ ଦେବତା ଡକ୍ଟର ବେଣୀମାଧବ ପାଢ଼ୀ
(କଟକ ଷ୍ଟୁଡେଣ୍ଟସ୍‍ ଷ୍ଟୋର୍‍, କଟକ)
୩୮. କୃଷ୍ଟି ଓ ଦୃଷ୍ଟି ଡକ୍ଟର ବେଣୀମାଧବ ପାଢ଼ୀ
(ତାରାତାରିଣୀ ପୁସ୍ତକାଳୟ, ବ୍ରହ୍ମପୁର)
୩୯. ଶ୍ରୀଜଗନ୍ନାଥ ତତ୍ତ୍ୱ ବିମର୍ଷ ଡକ୍ଟର ବେଣୀମାଧବ ପାଢ଼ୀ
(ଗ୍ରନ୍ଥମନ୍ଦିର, କଟକ)
୪୦. ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଶ୍ରୀଜଗନ୍ନା ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ତ୍ରିପାଠୀ
୪୧. ଶ୍ରୀକ୍ଷେତ୍ରର ଅଜ୍ଞାତ ଅଧ୍ୟାୟ ପଣ୍ଡିତ ହରିହର ମହାପାତ୍ର
(ଏସ୍‍.ବି ପବ୍ଲିକେଶନସ୍‍, କଟକ)
୪୨. ଶ୍ରୀକ୍ଷେତ୍ରର ଶ୍ରୀଦେବୀ ପଣ୍ଡିତ ହରିହର ମହାପାତ୍ର
(ଏସ୍‍.ବି ପବ୍ଲିକେଶନସ୍‍, କଟକ)
୪୩. ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ଓ ପର୍ବପର୍ବାଣି ପଣ୍ଡିତ ହରିହର ମହାପାତ୍ର ଓ ଅନୁପୂର୍ଣ୍ଣା ମିଶ୍ର
୪୪. ଶ୍ରୀଜଗନ୍ନାଥ ଦର୍ଶନ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର
(ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ)
୪୫. ମହାଦେବତା ଆଶୁତୋଷ ପ୍ରସାଦ ପଟ୍ଟନାୟକ
(ଫ୍ରେଣ୍ଡର୍ସ ପବ୍ଲିଶର୍ସ, କଟକ)
୪୬. ଜଗନ୍ନାଥାଷ୍ଟକମ୍‍ (ସଂ) ପ୍ରଫେସର ଗୌରୀ କୁମାର ବ୍ରହ୍ମା
୪୭. ଯୁଗେ ଯୁଗେ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ ଡକ୍ଟର ସୂର୍ଯ୍ୟ ନାରାୟଣ ଦାଶ
୪୮. ବୈଚିତ୍ର୍ୟମୟ ଶ୍ରୀମନ୍ଦିର ଶରତ ଚନ୍ଦ୍ର
୪୯. ବିବର୍ତ୍ତନ ଧାରାରେ ଶ୍ରୀଜଗନ୍ନାଥ ଡକ୍ଟର ହରିହର କାନୁନ୍‍ଗୋ
୫୦. ଇତିହାସ, ପରମ୍ପରା ଓ ଶ୍ରୀଜଗନ୍ନାଥ ଡକ୍ଟର ହରିହର କାନୁନ୍‍ଗୋ
୫୧. ବାଲି ନଅରର ଐତିହ ଗାଥା ନାରାୟଣ ନନ୍ଦ
୫୨. ଶ୍ରୀଜଗନ୍ନାଥ ଓ ନେପାଳ ଅନିରୁଦ୍ଧ ଦାସ ଓ ପଣ୍ଡିତ ସଦାଶିବ ରଥଶର୍ମା
(ବିଦ୍ୟାପୁରୀ, କଟକ)
ଶ୍ରୀଜଗନ୍ନାଥ ୨୯୫