ପୃଷ୍ଠା:ShreeJagannath.pdf/୨୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୩. ନିର୍ବାଚିତ ପ୍ରବନ୍ଧ ସଂକଳନ ପ୍ରଫେସର ଗଗନେନ୍ଦ୍ରନାଥ ଦାଶ
(ବିଦ୍ୟାପୁରୀ, କଟକ)
୫୪. ମାଦଳାପାଞ୍ଜି (ସଂ) ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି
୫୫. ମାଦଳାପାଞ୍ଜି (ସଂ) ପ୍ରାଧ୍ୟାପକ ମୃତ୍ୟୁଞ୍ଜୟ ନାୟକ
(ଫ୍ରେଣ୍ଡର୍ସ ପବ୍ଲିଶର୍ସ, କଟକ)
୫୬. ମାଦଳାପାଞ୍ଜି (ସଂ) ଡକ୍ଟର ବାଉରିବନ୍ଧୁ କର
୫୭. ଚକଡ଼ାପୋଥି ଓ ଚକଡ଼ା ବସାଣ ବା ଚୟିନୀ ଚକଡ଼ା ସୁଧାକର ପଟ୍ଟନାୟକ
୫୮. ଶ୍ରୀଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର
ସେବକ ଖଟଣୀ ନିଯୋଗ କର୍ମାଙ୍ଗୀ ଅନାମ-୧୯ ପତ୍ରିକା, ୧୯୮୩ରେ ପ୍ରକାଶିତ
୫୯. ମୁକ୍ତିମଣ୍ଡପ ଡକ୍ଟର ଭାସ୍କର ମିଶ୍ର
(ସଦ୍‍ଗ୍ରନ୍ଥ ନିକେତନ, ପୁରୀ)
୬୦. ଉତ୍କଳର ଗୌରବ ମୁକ୍ତିମଣ୍ଡପ ଦୁର୍ଗାପ୍ରସାଦ ମହାପାତ୍ର
୬୧. ଓଡ଼ିଶାର ତନ୍ତ୍ର ସଂସ୍କୃତି ଓ.ସା.ଏ., ଭୁବନେଶ୍ୱର
୬୨. ତନ୍ତ୍ର ଶିରୋମଣି ଶ୍ରୀଜଗନ୍ନାଥ ରାଜେନ୍ଦ୍ର କୁମାର ମହାନ୍ତି
(ମହାବୀର ପ୍ରକାଶନ, ଭୁବନେଶ୍ୱର)
୬୩. ନୀଳକନ୍ଦରର ଶ୍ରୀଜଗନ୍ନାଥ ରାଜେନ୍ଦ୍ର କୁମାର ମହାନ୍ତି
(ମହାବୀର ପ୍ରକାଶନ, ଭୁବନେଶ୍ୱର)
୬୪. ଓଡ଼ିଶାର ଦେବୀପୀଠ ରାଜେନ୍ଦ୍ର କୁମାର ମହାନ୍ତି
(ମହାବୀର ପ୍ରକାଶନ, ଭୁବନେଶ୍ୱର)
୬୫. ପୁରୀର ମଠ ସଂସ୍କୃତି ଡକ୍ଟର ଭାସ୍କର ମିଶ୍ର
(ସଦ୍‍ଗ୍ରନ୍ଥ ନିକେତନ ପୁରୀ)
୬୬. ମଠ ସଂସ୍କୃତି ଡକ୍ଟର ଭାସ୍କର ମିଶ୍ର
(ଫ୍ରେଣ୍ଡସ୍‍ ପବ୍ଲିଶର୍ସ କଟକ)
୬୭. ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପଦାଙ୍କପୂତ ଓଡ଼ିଶା ଡକ୍ଟର ଫକୀର ମୋହନ ଦାସ
୬୮. ମହାଲକ୍ଷ୍ମୀ, ମହାପ୍ରସାଦ, ମହାପ୍ରଭୁ ରବୀନ୍ଦ୍ର ନାରାୟଣ ମିଶ୍ର
୨୯୬ ଶ୍ରୀଜଗନ୍ନାଥ