ପୃଷ୍ଠା:ShreeJagannath.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ପାର୍ଶ୍ୱପରିବର୍ତ୍ତନ) - ଭାଦ୍ରବ ଶୁକ୍ଳ ଦ୍ୱାଦଶୀ (ବାମନ ଜନ୍ମ, ସୁନିଆଁ, ଗରୁଡ଼ ପାର୍ଶ୍ୱପରିବର୍ତ୍ତନ, ଇନ୍ଦ୍ରଧ୍ବଜପୂଜା) - ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ (ଅନନ୍ତ ଚତୁର୍ଦ୍ଦଶୀ) - ଭାଦ୍ରବ ପୂର୍ଣ୍ଣିମା (ଇନ୍ଦୁ ପୂର୍ଣ୍ଣିମା) - ସହସ୍ର କୁମ୍ଭାଭିଷେକ (ବିମଳାଙ୍କ ଷୋଡ଼ଶ ପୂଜାରମ୍ଭ) - ଆଶ୍ୱିନ କୃଷ୍ଣ ଅଷ୍ଟମୀ (ଦ୍ବିତୀୟା ଓଷା) - ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା ଓ ଆୟୁଧ ପୂଜା) – କାର୍ତ୍ତିକ ମାସ ନୀତି – ଆଶ୍ୱିନ ମାସର ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) - ଗର୍ଭଣା ସଂକ୍ରାନ୍ତି - ନବାନ୍ନ - ପ୍ରଥମାଷ୍ଟମୀ - ଦୀପଦାନ ଓ ପିତୃଶ୍ରାଦ୍ଧ - ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ - ମାର୍ଗଶିର ପୂର୍ଣ୍ଣିମା - ଧନୁସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି - ବକୁଳ ଅମାବାସ୍ୟା – ପୁଷ୍ୟାଭିଷେକ – ନବାଙ୍କ ଓ ମକର ସଂକ୍ରାନ୍ତି - ପଦ୍ମବେଶ - ବସନ୍ତ ପଞ୍ଚମୀ - ତିଳ ସପ୍ତମୀ (ମାଘ ଶୁକ୍ଳ ସପ୍ତମୀ) - ଭୌମ ଏକାଦଶୀ (ମାଘ ଶୁକ୍ଳ ଏକାଦଶୀ) – ଗଜ ଉଦ୍ଧାରଣ ବେଶ (ମାଘ ପୂର୍ଣ୍ଣିମା) - ଶିବରାତ୍ରି ( ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ) - ଦୋଳ ଯାତ୍ରା (ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ) - ଦୋଳ ପୂର୍ଣ୍ଣିମା - ହୋରି - ଚୈତ୍ର ଗୁଣ୍ଡିଚା – ଅଶୋକାଷ୍ଟମୀ - ଶ୍ରୀରାମନବମୀ - ରାମାଭିଷେକ -ଦମନକ ଚୋରି - ଦମନକ ଚତୁର୍ଦ୍ଦଶୀ (ଦୟଣା ଲାଗି) - ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) - ଅକ୍ଷୟ ତୃତୀୟା (ଚନ୍ଦନ ଯାତ୍ରାରମ୍ଭ) - ନୀଳାଦ୍ରି ମହୋଦୟ - ଶ୍ରୀନୃସିଂହ ଜନ୍ମ - ଶୀତଳ ଷଷ୍ଠୀ - ରାଜେନ୍ଦ୍ରାଭିଷେକ - ରୁକ୍ମିଣୀ ହରଣ ଏକାଦଶୀ ଓ ବିବାହ - ଚମ୍ପକ ଦ୍ୱାଦଶୀ

ଶ୍ରୀଜଗନ୍ନାଥଙ୍କ ବେଶ (୧୬୧-୧୭୦)
ଅବକାଶ (ତଡ଼ପ ଉତ୍ତରୀ) ବେଶ - ବଡ଼ସିଂହାର ବେଶ - ଗଣପତି ବେଶ ବା ହାତୀ ବେଶ - ରାଜବେଶ ବା ସୁନାବେଶ – ବଣଭୋଜି ବେଶ - କାଳୀୟଦଳନ ବେଶ - ପ୍ରଳମ୍ବାସୁରବଧ ବେଶ - କୃଷ୍ଣ-ବଳରାମ ବେଶ - ବାମନ ବେଶ - ରାଧା-ଦାମୋଦର ବେଶ - ଲକ୍ଷ୍ମୀନାରାୟଣ ବେଶ - ବାଙ୍କଚୂଡ଼ା ବେଶ - ତ୍ରିବିକ୍ରମ (ଆଡ଼କିଆ) ବେଶ - ଲକ୍ଷ୍ମୀ ନୃସିଂହ (ଡାଳିକିଆ) ବେଶ - ଶ୍ରାଦ୍ଧ ବେଶ – ନାଗାର୍ଜୁନ ବେଶ - ଘୋଡ଼ଲାଗି ବେଶ - ଚାଚେରୀ ବେଶ – ପଦ୍ମ ବେଶ - ଗଜ ଉଦ୍ଧାରଣ ବେଶ - ରଘୁନାଥ ବେଶ - ଚନ୍ଦନ ବେଶ - ମକରଚୌରାସୀ ବେଶ

ବିଭିନ୍ନ ମଠ ଓ ଶ୍ରୀମନ୍ଦିର (୧୭୧-୧୮୧)
ଜଗନ୍ନାଥବଲ୍ଲଭ ମଠ - ରାଘବ ଦାସ ମଠ - ଓଡ଼ିଆ ମଠ - ଶ୍ରୀରାମଦାସ ମଠ - ଏମାର ମଠ - ଗୋପାଳ ତୀର୍ଥ ମଠ - ଗୋବର୍ଦ୍ଧନ ମଠ - ବଡ଼ଛତା ମଠ - ରାଧାକାନ୍ତ ମଠ - ତ୍ରିମାଳୀ ମଠ - ଉତ୍ତର ପାର୍ଶ୍ୱ ମଠ - ମହୀପ୍ରକାଶ ମଠ - ସୁନା ଗୋସ୍ବାମୀ ଓ ଦର୍ପନାରାୟଣ ମଠ - ଚାଉଳିଆ ମଠ - ଶଙ୍କରାନନ୍ଦ ମଠ - ଗଙ୍ଗାମାତା ମଠ- ମଙ୍କୁ ମଠ - ରାଧାବଲ୍ଲଭ ମଠ - ଲବଣଖିଆ ମଠ - ଛାଉଣୀ ମଠ - ଝାଡୁ ମଠ - ପାପୁଡ଼ିଆ ମଠ - ରାଜଗୋପାଳାଚାରୀ ମଠ - ଭେଙ୍କଟାଚାରୀ ମଠ - ନରସିଂହ ଆଚାରୀ ମଠ - ନେବଳ ଦାସ ମଠ - ଦେବଗିରି ମଠ - ପିପିଲି ସଦାବର୍ତ୍ତ ମଠ - ସମାଧି ମଠ - ରାମଜୀ ମଠ - ରାମଚନ୍ଦ୍ର ବହ୍ମଚାରୀ ମଠ - ବଳରାମ କୋଟ ମଠ - ସୁନ୍ଦର ଦାସ ମଠ - ବଡ଼ସନ୍ଥ ମଠ - ସିଦ୍ଧ ବକୁଳ ମଠ- ସାତ ଛତା ମଠ - ନୂଆ ମଠ - ମହାନନ୍ଦ ବନଗୋସ୍ୱାମୀ