ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପୁରୁଷୋତ୍ତମ କ୍ଷେତ୍ର ବା ପ୍ରାଚୀନ ପୁରୀରେ ନୀଳମାଧବ ଓ ନୃସିଂହ ଠାକୁର ପୂଜା ପାଉିଲେ ା ନୃସିଂହ ଠାକୁର ଏବେ ଶ୍ରୀମନ୍ଦିରର ଭିତର ବେଢ଼ାରେ ମୁକ୍ତିମଣ୍ଡପ ସଂଲଗ୍ନ ଏକ ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ ା ଏହି ମନ୍ଦିର ଏବର ଶ୍ରୀଜଗନ୍ନା ମନ୍ଦିରଠାରୁ ପ୍ରାଚୀନ ା ସ୍କନ୍ଦ ପୁରାଣ ଅନୁସାରେ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ନୀଳମାଧବ ବିଗ୍ରହ ିଲେ ଇନ୍ଦ୍ରନୀଳମଣି ପ୍ରସ୍ତରନିର୍ମିତ ଓ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ ା ବର୍ତ୍ତମାନ ଶ୍ରୀମନ୍ଦିରର ରତ୍ନବେଦୀସ୍ଥିତ ମାଧବ ଅବିକଳ ଶ୍ରୀଜଗନ୍ନାଙ୍କ ଅାକୃତିର କ୍ଷୁଦ୍ରମୂର୍ତ୍ତି ା ତେଣୁ ସେ ବାଳ ପୁରୁଷୋତ୍ତମ ା ଶ୍ରୀଜଗନ୍ନାଙ୍କ ଅନ୍ୟ ନାମ ପୁରୁଷୋତ୍ତମ ା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର କ୍ଷୁଦ୍ରମୂର୍ତ୍ତି ରତ୍ନବେଦୀ ଉପରେ ସ୍ଥାପନା କରାଯାଇ ନିବାବେଳେ ପ୍ରଭୁ ଜଗନ୍ନାଙ୍କର ଏପରି କ୍ଷୁଦ୍ରମୂର୍ତ୍ତିି ସ୍ଥାପନାର ତାତ୍ତ୍ୱିକ ଅର୍ ନିଶ୍ଚୟ ଅଛି ା ରତ୍ନବେଦୀସ୍ଥ ଦେବଦେବୀମାନଙ୍କ ମଧ୍ୟରୁ କେବଳ ନୀଳମାଧବଙ୍କର ପୂଜା ନାହିଁ ା ଅନ୍ୟ ଛଅଟି ବିଗ୍ରହଙ୍କର ପୂଜା କରାଯାଏ ା ଜଣେ ପୂଜାପଣ୍ଡା ଶ୍ରୀବଳଭଦ୍ରଙ୍କୁ, ଜଣେ ଦେବୀ ସୁଭଦ୍ରାଙ୍କୁ ଓ ଅାଉ ଜଣେ ଶ୍ରୀଜଗନ୍ନାଙ୍କୁ ପୂଜା କରନ୍ତି ା ନୀଳମାଧବଙ୍କର ସ୍ୱତନ୍ତ୍ର ପୂଜା ନହେବାର କାରଣ ହେଲା, ସେ ଓ ଶ୍ରୀଜଗନ୍ନା ସର୍ବସମ (ଷଯରଚ୍ଚନ୍ଦଷମବକ୍ଷ) ବୋଲି ବିବେଚନା କରାଯାଏ ା ଶ୍ରୀମନ୍ଦିରର ଦୁଇଟି ବିଶେଷ ନୀତି, ମା' ବିମଳାଙ୍କ ଷୋଡ଼ଶ ପୂଜାରେ ଦଶହରାରେ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମାଧବ ସ୍ୱୟଂ ଜଗନ୍ନାଙ୍କ ସ୍ୱରୂପ ଅଂଶଗ୍ରହଣ କରନ୍ତି ା ରଯାତ୍ରାରେ ମାଧବ ଯାଅାନ୍ତି ନାହିଁ; ଶ୍ରୀମନ୍ଦିରରେ ରହିାନ୍ତି ଶ୍ରୀଜଗନ୍ନାଙ୍କ ସତ୍ତା ଭାବରେ ା ଶ୍ରୀଜଗନ୍ନା ତତ୍ତ୍ୱ ବୁଝିବା ଓ ବୁଝାଇବା ସହଜ ବା ସମ୍ଭବ ନୁହେଁ ା ଏ ସମ୍ପର୍କରେ ଯାହା କହିଲେ ବି ସଂପୂର୍ଣ୍ଣ ଠିକ୍‍ ହେବନାହିଁ ା ପୁରାଣ, କିମ୍ୱଦନ୍ତୀ ଓ ଇତିହାସ ତାଙ୍କର ରହସ୍ୟକୁ ଭେଦ କରି ପାରି ନାହାନ୍ତି ା ତାଙ୍କର ତତ୍ତ୍ୱ ଜାଣିବାକୁ ଅଧ୍ୟୟନ କଲେ ସେ ଅଧିକ ରହସ୍ୟମୟ ମନେହୁଅନ୍ତି ା "ନେତି', "ନେତି' (ଚ୍ଚଚ୍ଛନ୍ଦ ନ୍ଦଶଷଜ୍ଞ, ଚ୍ଚଚ୍ଛନ୍ଦ ନ୍ଦଶଷଜ୍ଞ) ହେଉଛି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଜଗନ୍ନାଙ୍କ ତତ୍ତ୍ୱର ସମୁଚିତ ବ୍ୟାଖ୍ୟାନ ା

Not this, not this, is an appropriate description of Brahman in as much as no better description can be given (Bruhadaranyaka Upanishad, 2.6.6)

ଶ୍ରୀଜଗନ୍ନା ପ୍ରମେ ନୀଳମାଧବ ନାମରେ ବିଶ୍ୱାବସୁ ନାମକ ଜନୈକ ଶବର ରାଜାଙ୍କ ଦ୍ୱାରା ଗୋପନରେ ଅରଣ୍ୟରେ ପୂଜିତ ହେଉିଲେ ବୋଲି କେତେକ ପୁରାଣରେ କୁହାଯାଇଛି ା ସେ ିଲେ ମୂଳତଃ ଅାଦିବାସୀ (ଶବର) ଦେବତା ା ଜଗନ୍ନା ସଂସ୍କୃତିର ଜଣେ ପ୍ରସିଦ୍ଧ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀ ଲେଖିଛନ୍ତି; ""ଜଗନ୍ନା ଶବ୍ଦଟି ମଧ୍ୟ ଯେପରି ପାଲି-ମୂଳ ନୁହେଁ ସେହିପରି ସଂସ୍କୃତ-ମୂଳ ବି ନୁହେଁ; ବରଂ ଏହାକୁ ଶାବର-ମୂଳ କହିବାରେ ଅଧିକ ଯୁକ୍ତି ରହିଛି ା ମନେହୁଏ, ଏହା ଶାବର ଭାଷାରେ ବ୍ୟବହୃତ "ଜଗନ୍ତ' ଶବ୍ଦର ସଂସ୍କୃତ ରୂପ ା "ଜଗନ୍ତ' ହେଉଛନ୍ତି ଶବର ଦେବତା ା ଶାବର ବା ସୌରା ଭାଷାରେ "କିତୁଙ୍ଗ' କହିଲେ "ଦେବତା' ା "କିତୁଙ୍ଗ' ବୋଲି କୌଣସି ନିର୍ଦ୍ଦିଷ୍ଟ ଦେବତାଙ୍କ ନାମ ନାହିଁ ା ଦେବତା ଶବ୍ଦ ଯେପରି ସାଧାରଣ ଅର୍ ସୂଚକ "କିତୁଙ୍ଗ' ମଧ୍ୟ ସେହିପରି ସାଧାରଣ ଅର୍ବାଚୀ ା .....କିତୁଙ୍ଗ ସମସ୍ତ ଶବର ଜାତିର ଶ୍ରୀଜଗନ୍ନା

୨୩

ଆଲବ ଘଯଷଜ୍ଞଶବ ଟ୍ଟଯଳ (ବବଲବଚ୍ଛଯଷଜ୍ଞଶବଅଵଲବଷକ୍ଷ.ମଚ୍ଛଲ)