ପୃଷ୍ଠା:Sri Jagannath (MM Tripathy, 2012, 3e. 2014).pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନାମ ? ପୁଣି ସେ ଯେଉଁ ନୀଳମାଧବଙ୍କୁ ପୂଜା କରୁିଲେ, ତାହା କ'ଣ ସତ୍ୟ ? ଯଦି ସତ୍ୟ, ତେବେ ପରନିର୍ମିତ ଚତୁର୍ଭୁଜ ବିଷ୍ଣୁ ପ୍ରତିମା କ'ଣ ଶବରଦ୍ୱାରା ନିର୍ମିତ ? କେହି ହେଲେ ଚିନ୍ତା କରିନାହାନ୍ତି ଯେ, ନୀଳମାଧବ ଗୋଟିଏ ହିନ୍ଦୁ ପ୍ରତିମା ଓ କୌଣସି କାରଣରୁ ଏହା ଶବର ହାତରେ ପଡ଼ିିବ ଅାଉ ଏଡେ଼ ସୁନ୍ଦର ପ୍ରତିମା ପାଇ ସେ ତାକୁ ଗୋପନରେ ପୂଜା କରୁିବ ା ପରେ ହୁଏତ ଜଣେ ହିନ୍ଦୁରାଜା (ଇନ୍ଦ୍ରଦ୍ୟୁମ୍ନ) ପ୍ରତିମାକୁ ଉଦ୍ଧାର କରିବାକୁ ଚେଷ୍ଟା କରିିବେ ା ଫଳରେ ସେମାନେ ତାଙ୍କୁ ଲୁଚାଇ ଦେଇ ଅନ୍ତର୍ଦ୍ଧାନ ହେବାକା ପ୍ରଚାର କରିିବେ (୪) ା ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ)ରୁ ସୂଚନା ମିଳେ ଯେ କେବଳ ବିଶ୍ୱାବସୁ ନୁହେଁ, ସ୍ୱର୍ଗରୁ ଦେବଗଣ ଅାସି ନୀଳମାଧବଙ୍କୁ ଅପୂର୍ବ ଦ୍ରବ୍ୟ ନୈବେଦ୍ୟ ପ୍ରଦାନପୂର୍ବକ ପୂଜାର୍ଚ୍ଚନା କରୁିଲେ ା ଏଣୁ ଏହି ଚତୁର୍ଭୁଜ ବିଷ୍ଣୁମୂର୍ତ୍ତିଙ୍କୁ କେବଳ ଶାବର ଦେବତା କହିବା ଠିକ୍‍ ନୁହେଁ ା ୧୯୭୦ ମସିହାରେ ଜର୍ମାନୀର ଦୁଇଟି ବିଶ୍ୱବିଦ୍ୟାଳୟ ଅାନୁକୂଲ୍ୟରେ ଜଗନ୍ନା ତା ଓଡ଼ିଶା ସଂସ୍କୃତି ଉପରେ ଗବେଷଣା ଲାଗି ଏକ ପ୍ରକଳ୍ପ (ଘତ୍ତଷଜ୍ଞଜ୍ଞବ ଛରଜ୍ଞରବତ୍ତମଶ ଙତ୍ତଚ୍ଛସରମନ୍ଦ) ଗଢ଼ା ଯାଇିଲା ା ଏିରେ ହରମାନ୍‍ କୁଲ୍‍କେ (ଏ.ଔନ୍ଧକ୍ଷହର), ଏ.ଏସ୍‍ମାନ୍‍ (ଆ. ଊଜ୍ଞମଶଲବଚ୍ଚଚ୍ଚ), ଷ୍ଟିଟେନ୍‍କ୍ରୋନ୍‍ (ଏ. ଜନ୍ଦଷରନ୍ଦରଚ୍ଚମତ୍ତଚ୍ଛଚ୍ଚ), ଭାରତର ସଂସ୍କୃତ ଅଧ୍ୟାପକ ଗୟାଚରଣ ତ୍ରିପାଠୀ ଏବଂ ଓଡ଼ିଶାର କେତେଜଣ ବିଦ୍ୱାନ ଗବେଷକ କାର୍ଯ୍ୟ କରିିଲେ ା ଉକ୍ତ ଗବେଷଣା ପ୍ରକଳ୍ପ ତରଫରୁ ଏକ ପୁସ୍ତକ ୧୯୭୮ ମସିହାରେ ପ୍ରକାଶିତ ହୋଇିଲା (୫) ା ଏହି ପୁସ୍ତକରେ ଶ୍ରୀଜଗନ୍ନା ତତ୍ତ୍ୱର ସ୍ପଷ୍ଟ ଚିତ୍ର ନାହିଁ ା ସେମାନଙ୍କର ମୋଟାମୋଟି ବକ୍ତବ୍ୟ ହେଲା, ପୁରୀଠାରେ ତି୍ରମୂର୍ତ୍ତି- ଜଗନ୍ନା, ବଳଭଦ୍ର ଓ ସୁଭଦ୍ରା ଖ୍ରୀଷ୍ଟାବ୍ଦ ୧୨୩୦ରେ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହେଲେ ା ଏହା ପୂର୍ବରୁ ଏହି ତି୍ରମୂର୍ତ୍ତିି ଦାରୁବିଗ୍ରହ ନିଲେ ା ପର ମୂର୍ତ୍ତି ଲକ୍ଷ୍ମୀ-ନୃସିଂହ ପୂଜା ପାଉିଲେ ା ତତ୍‍ପୂର୍ବରୁ ଏ ଦେଶରେ ସ୍ତମ୍ଭେଶ୍ୱରୀ ପୂଜାର ପ୍ରଚଳନ ିଲା ା ଏହି ପୂଜାର ପ୍ରଭାବରେ ସୁଭଦ୍ରା ତା ତ୍ରିମତ୍ତ ୂ ିିର୍ ଗଠିତ ହେଲେ ା ଅନଙ୍ଗଭୀମଦେବ (୩ୟ)ଙ୍କ ସମୟ (ଖ୍ରୀ. ୧୨୧୧-୧୨୩୮)ରେ ଜଗନ୍ନାଙ୍କ ସହିତ ବଳଭଦ୍ର ମୂର୍ତ୍ତିି ଯୁକ୍ତ ହେଲେ ା ସୁଦର୍ଶନ ହେଉଛନ୍ତି ନୃସିଂହଙ୍କ ସ୍ୱରପ ୂ ା ଜଗନ୍ନା ହେଉଛନ୍ତି, ନୃସିଂହଙ୍କ ଏକ ରୂପାନ୍ତର ା ଏ ସମସ୍ତ ବିଗ୍ରହଙ୍କ ପ୍ରତିଷ୍ଠା ସେହି ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ହୋଇଛି ା ଏ ପୁସ୍ତକରେ ଏଣେ କୁହାଯାଇଛି, ସୁଦର୍ଶନ ଜଗନ୍ନାଙ୍କ ମୂଳରୂପ; ତେଣେ କୁହାଯାଇଛି, ନୃସିଂହ ଜଗନ୍ନାଙ୍କ ମୂଳରୂପ ା ଅାହୁରି କୁହାଯାଇଛି ଯେ, ଜଗନ୍ନା ହେଉଛନ୍ତି ମୂଳତଃ ଅାଦିବାସୀ ଦେବତା ା ଦଶମ ଶତକ ପୂର୍ବରୁ ଜଗନ୍ନାଙ୍କ ସ୍ଥିତି ସମ୍ପର୍କରେ ତା ସ୍ୱରପ ୂ ଉପରେ ଏିରେ ସ୍ପଷ୍ଟ ଭାବରେ ଅାଲୋକପାତ ହୋଇପାରି ନାହିଁ ା ସବୁକିଛି ଅନୁମାନ ଉପରେ ଅାଧାରିତ (୬) ା


୪. ଶ୍ରୀଜଗନ୍ନା ତତ୍ତ୍ୱ- ଡକ୍ଟର ଗୋପୀନା ମହାପାତ୍ର, ନାଲନ୍ଦା, କଟକ, ପ୍ରମ ପ୍ରକାଶ, ୧୯୮୯

୫. The Cult of Jagannath and the Regional Tradition of Orissa- (Ed. by A. Eschmann, H. Kulke, Manohar publications, New Delhi

୬. ଶ୍ରୀଜଗନ୍ନା ତତ୍ତ୍ୱ- ଡକ୍ଟର ଗୋପୀନା ମହାପାତ୍ର