ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ (୯-୨୦)
ପୁରାଣରେ ଶ୍ରୀକ୍ଷେତ୍ର - ଶିଳାଲିପି ଓ ତାମ୍ରପତ୍ର ଲିପିରେ ଶ୍ରୀକ୍ଷେତ୍ର ଓ ପୁରୁଷୋତ୍ତମ ଜଗନ୍ନାଥ - ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ
ଶ୍ରୀଜଗନ୍ନାଥ ତତ୍ତ୍ୱ (୨୧-୫୫)
ଜୈନଧର୍ମ ଓ ଜଗନ୍ନାଥ - ବୌଦ୍ଧଧର୍ମ ଓ ଜଗନ୍ନାଥ - ଦାରୁବ୍ରହ୍ମ - ଚକାଡୋଳା
ଶ୍ରୀମନ୍ଦିରର ସେବକ (୫୬-୯୬)
ଗଜପତି ମହାରାଜା ସେବା - ପରିଚ୍ଛା (ପରୀକ୍ଷା)/ରାଜଗୁରୁ - ପାଟଯୋଷୀ ମହାପାତ୍ର (ଛତିଶା ନିଯୋଗ ନାୟକ) - ଭିତରଛ ମହାପାତ୍ର - ତଳିଛ - ମୁଦହସ୍ତ (ମୁଦିରଥ) - ଦେଉଳ ପୁରୋହିତ - ପୂଜାପଣ୍ଡା - ବଡ଼ପଣ୍ଡା - ପୁଷ୍ପାଳକ - ମହାଜନ - ମୁଦ୍ରା ସେବକ - ଖୁଣ୍ଟିଆ - ଭଣ୍ଡାର ମେକାପ - ପାଳିଆ ମେକାପ - ଅଖଣ୍ଡ ମେକାପ - ଚାଙ୍ଗଡ଼ା ମେକାପ - ଖଟଶେଜ ମେକାପ - ପ୍ରତିହାରୀ - ଦଇତା, ପତି ମହାପାତ୍ର - ପତ୍ରିବଡୁ - ଗରାବଡୁ - ସୁଆରବଡ଼ୁ - ଜ୍ୟୋତିଷ ଖୁରି ନାହାକ - ମୁଖ ପଖାଳ ସେବା - ଘଟୁଆରି - ଗୋଛିକାର - ସୁନାଗୋସ୍ୱାମୀ - ମୁଦୁଲି - ଆଳତି ବଳିତା ସେବା - ପୁରାଣ ପଣ୍ଡା - ଦତ୍ତ ମହାପାତ୍ର - ଲୁଗାଧୁଆ, ପାଣିକୁଣ୍ଡ ସେବା - ବଲ୍ଲଭ ଯୋଗାଣିଆ - ବିମାନବଡୁ - ଅଣସର ସୁଧ ସୁଆର ଓ ସୁଧସୁଆର - ହଡ଼ପ ନାଏକ - ବିଡ଼ିଆ - ଯୋଗାଣିଆ - ଖଟୁଳି ସେବକ - ଆସ୍ଥାନ ପ୍ରତିହାରୀ (ପଢ଼ିଆରୀ) - କୋଠଭୋଗ ଯୋଗାଣିଆ - ପ୍ରଧାନି ପାଇକ - ଲେଙ୍କା - ସୁଆର ମହାସୁଆର ନିଯୋଗ - ମହାସୁଆର - ଜଗିଆ ମହାସୁଆର ବା ରୋଷ ଅମିନ - ବଡ଼ୁ ସୁଆର - ପନ୍ତିବଡ଼ୁ - ବିଡ଼ୁଆ ପନ୍ତିବଡ଼ୁ - ଅମାଲୁ ତୋଳି ଓ ପୁର ଖରଡ଼ା - ତୋଳାବଡ଼ୁ - ରୋଷ ପାଇକ - ବାହାର ଦେଉଳି ସୁଆର - ବାହାର ଦେଉଳି ଯୋଗାଣିଆ - ରୋଷ ଧୋପଖାଳିଆ - ଅଙ୍ଗାରୁଆ - ଗୋବରପାଣିଆ - ହାଣ୍ଡି ଯୋଗାଣିଆ ଓ ତୋଳାବତୀ ସେବା - ବିରିବଟା ସମର୍ଥା ସେବା - କୋଠଭୋଗ ପାଣିଆ - ପନିକି ପଟା - ନିକାପ ବା ଗନ୍ଧଣ