ବିଚିତ୍ର ରାମାୟଣ

ଉଇକିପାଠାଗାର‌ରୁ
୧୨:୫୮, ୧୭ ନଭେମ୍ବର ୨୦୧୬ ବେଳେ Prateek Pattanaik (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
ବିଚିତ୍ର ରାମାୟଣ ଲେଖକ/କବି: ବିଶ୍ଵନାଥ ଖୁଣ୍ଟିଆ
ସୂଚୀପତ୍ର

ବିଚିତ୍ର ରାମାୟଣ କବି ବିଶ୍ଵନାଥ ଖୁଣ୍ଟିଆଙ୍କ ବିରଚିତ ରାମାୟଣ ଆଧାରିତ ଛାନ୍ଦକାବ୍ୟ । ଓଡ଼ିଶାର ରାମଳୀଳା ଗୁଡ଼ିକରେ ଏହାର ଛାନ୍ଦଗୁଡ଼ିକ ବିଶେଷ ଭାବରେ ବ୍ୟବହୃତ । ପ୍ରଥମ ଥର ପାଇଁ ଗୋଟିଏ ଛନ୍ଦରେ ସମ୍ପୂର୍ଣ୍ଣ କାବ୍ୟ ନ ଲେଖି ଏକାଧିକ ଛନ୍ଦରେ କଥାବସ୍ତୁ ପରିବେଷିତ ହୋଇଥିବାରୁ ଏହାକୁ "ବିଚିତ୍ର ରାମାୟଣ" ଭାବେ ନାମିତ କରାଯାଇଛି । କବିଙ୍କ ନାମ ଅନୁସାରେ ଏହା ବିଶି ରାମାୟଣ ଭାବେ ମଧ୍ୟ ସୁପରିଚିତ ।

ସୂଚୀପତ୍ର

ଆଦ୍ୟକାଣ୍ଡ

  1. ଶ୍ରୀ ନୀଳଗିରିଶିଖରେ ବିଜେ ହରି
  2. ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର
  3. ବୋଲ ହରି ହେ
  4. ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି
  5. ଜୟ ଜୟ ସରସ୍ଵତୀ
  6. ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ
  7. ଜୟ ଜୟ ରଘୁନାଥ
  8. ଜୟ ଜୟ ଜାନକୀ ଗୋ
  9. ଜୟ ଶ୍ରୀରାମଙ୍କ ଅନୁଜ
  10. ଜୟ ଜୟ ବାଲ୍ମୀକି
  11. ଏକ ଦିନେ ନାରଦ ମହାଋଷି
  12. ତମସା ନଦୀ ତଟରେ
  13. ଶୁଣ ହେ ସୁଜନ ଜନେ ଅପୂର୍ବ ଆଖ୍ୟାନ
  14. ଦେବତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି
  15. ନମସ୍ତେ ନମସ୍ତେ ପ୍ରଭୁ ଭକତ ବତ୍ସଳ
  16. ଶିରୀ ବାଲମୀକ ମହର୍ଷି
  17. ବୋଲନ୍ତି ରାଜନ ଶୁଣିଥିଲ ଅବା କାହିଁ
  18. ଋଷ୍ୟଶୃଙ୍ଗ ଯାଗ କଲେ
  19. ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା
  20. ଧନୁ ଧରି ରାମ ହୋଇଲେ ଉଭା
  21. ପର୍ଶୁରାମ ଧନୁ ରାମ ଧରିବାର ଦେଖି
  22. ଜାନ‌କୀ ସଙ୍ଗତେ ବ‌ହୁ ବିନୋଦ
  23. ଗୁରୁ ଗଉରବ ଜ୍ଞାତି ଯେ ଅମାତ୍ୟ
  24. ରାଜାଙ୍କ ବିନୟ ଦେଖିଣ କୈକେୟୀ
  25. କଉଶଲ୍ୟା ଆଦି ଯେତେକ ନାରୀ
  26. ମାତାଙ୍କୁ ଦର୍ଶନ କରି ରାମଚନ୍ଦ୍ର
  27. କାନ୍ତର ବିମନ ଜାଣି
  28. ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ
  29. ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା