"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପାଠାଗାର‌ରୁ
Content deleted Content added
No edit summary
No edit summary
୪ କ ଧାଡ଼ି: ୪ କ ଧାଡ଼ି:
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ‎|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]]
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ‎|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]]
| next = [[ସହଯୋଗ:ବିଷୟବସ୍ତୁ/ଛବି|ଲେଖାରେ ଛବି ଯୋଡ଼ିବେ କିପରି ▶]]
| next = [[ସହଯୋଗ:ବିଷୟବସ୍ତୁ/ଛବି|ଲେଖାରେ ଛବି ଯୋଡ଼ିବେ କିପରି ▶]]
| shortcut = [[WS:OCR]]
| shortcut = WS:OCR
| wikipedia = Help:Contents
| wikipedia = Help:Contents
| commons = Help:Contents
| commons = Help:Contents

୨୩:୪୪, ୨୪ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସହଯୋଗ ପୃଷ୍ଠା ଛବିରୁ ଲେଖା ରୂପାନ୍ତର କରିବେ କିପରି

ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ (OCR) ବ୍ୟବହାର କରି ବହିର ସ୍କାନ ବା ଛବିରୁ ଲେଖା ବାହାର କରିହେବ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ ।

ପ୍ରଥମେ https://drive.google.com ଖୋଲିବେ ।

ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।

ଏବେ Right click >> Open with >> Google Doc କରିବେ ।

ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।

କିପରି Google OCR ବ୍ୟବହାର କରିବେ ଏଠାରୁ ଶିଖିପାରିବେ