"ସହଯୋଗ:ବିଷୟବସ୍ତୁ/ଛବି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପାଠାଗାର‌ରୁ
Content deleted Content added
No edit summary
No edit summary
୪୨ କ ଧାଡ଼ି: ୪୨ କ ଧାଡ଼ି:
* [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|ବିଭିନ୍ନ କିବୋର୍ଡ଼ ଲେଆଉଟ ବ୍ୟବହାର କରି କଠିନ ଶବ୍ଦମାନ ଲେଖିବା]]
* [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|ବିଭିନ୍ନ କିବୋର୍ଡ଼ ଲେଆଉଟ ବ୍ୟବହାର କରି କଠିନ ଶବ୍ଦମାନ ଲେଖିବା]]
* [[ସହଯୋଗ:ବିଷୟବସ୍ତୁ/OCR|ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ]] ସଫ୍ଟଓଏର ବ୍ୟବହାର କରି ସ୍କାନ ଆଦିରୁ ଲେଖା ବାହାର କରିବା
* [[ସହଯୋଗ:ବିଷୟବସ୍ତୁ/OCR|ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ]] ସଫ୍ଟଓଏର ବ୍ୟବହାର କରି ସ୍କାନ ଆଦିରୁ ଲେଖା ବାହାର କରିବା
* [[ସହଯୋଗ:ବିଷୟବସ୍ତୁ/ଆଣ୍ଡ୍ରଏଡ଼|ଆଣ୍ଡ୍ରଏଡ଼ ଥିବା ଫୋନ/ଟ୍ୟାବଲେଟରେ ଓଡ଼ିଆ ସକ୍ରିୟ କରିବେ କିପରି]]
* [[ଉଇକିପାଠାଗାର:Converter|ଆକୃତି, ଶ୍ରୀଲିପି, ସମ୍ବାଦ, GIST ଆଦି ଏନକୋଡ଼ିଂରେ ଥିବା ଲେଖା ଇଉନିକୋଡ଼ରେ ରୂପାନ୍ତର ପାଇଁ କନଭର୍ଟର]]

୧୯:୧୪, ୧୦ ଡିସେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସହଯୋଗ ପୃଷ୍ଠା

ଅନେକ ବହିରେ ଛବି ରହିଥାଏ । ଉଇକିପାଠାଗାରରେ ସମ୍ପାଦନା କଲାବେଳେ ସେ ଛବିମାନ ଲେଖା ଭିତରେ ରଖିବା ପାଇଁ ଏକ ସୁବିଧା ବାଟ ଅଛି । କିପରି ଛବି ଯୋଡ଼ିବେ ତଳେ ଦେଖନ୍ତୁ :

ତଳେ ଥିବା ଲେଖା କପି କରିନିଅନ୍ତୁ ।
importScript( 'User:Psubhashish/scripts/cropimage.js' );
ଏହି ବ୍ୟବହାରକାରୀ:ନିଜ ଇଉଜର ନାମ/common.js ପୃଷ୍ଠାଟି ତିଆରି କରନ୍ତୁ । ଏଠାରେ ନିଜ ଇଉଜର ନାମ ହେଉଛି ଡାହାଣ ପଟେ ଉପରେ ଥିବା ଆପଣଙ୍କ ଇଉଜର ନାମ। ଲଗ ଇନ କଲାବେଳେ ଆପଣ ସଦାବେଳେ ତାହା ବ୍ୟବହାର କରୁଥିବେ । କପି କରିଥିବା ଲେଖା ସେହି ପୃଷ୍ଠାରେ ପେଷ୍ଟ କରି ସାଇତିବେ ।
ଏହି ଲିଙ୍କକୁ ଯାଇ ବାକ୍ସ ଭିତରେ ଥିବା ଲେଖା କପି କରିନିଅନ୍ତୁ ।
ଏବେ ବ୍ୟବହାରକାରୀ:ନିଜ ଇଉଜର ନାମ/scripts/cropimage.js ପୃଷ୍ଠାଟିଏ ତିଆରି କରନ୍ତୁ । ଏଠାରେ ନିଜ ଇଉଜର ନାମ ହେଉଛି ଡାହାଣ ପଟେ ଉପରେ ଥିବା ଆପଣଙ୍କ ଇଉଜର ନାମ । ଲଗ ଇନ କଲାବେଳେ ଆପଣ ସଦାବେଳେ ତାହା ବ୍ୟବହାର କରୁଥିବେ । କପି କରିଥିବା ଲେଖା ସେହି ପୃଷ୍ଠାରେ ପେଷ୍ଟ କରି ସାଇତିବେ ।
ଏବେ କୌଣସି PDFରେ ଥିବା ବହି ଖୋଲିଲେ ତଳେ ରେ ଦର୍ଶାଯାଇଥିବା ଭଳି ଆପେ ଆପେ ଆଇକନଟିଏ ଦିଶିବ । ସେଥିରେ କ୍ଲିକ କରନ୍ତୁ । ଛୋଟ ଉଇଣ୍ଡୋରେ ଛବିଟି ବାଁ ପଟେ ଦିଶିବ । ଦରକାର ମୁତାବକ ସେଥିରୁ କିଛି ଭାଗ/ସମ୍ପୂର୍ଣ୍ଣ ମାଉସ କର୍ସରରେ ବାଛନ୍ତୁ । Done ରେ କ୍ଲିକ କଲେ ଆପେ ଆପେ ଛବି ପାଇଁ କୋଡ଼ ପୃଷ୍ଠାରେ ବସିଯିବ । ପୃଷ୍ଠାଟି ସାଇତିଲେ ଆପେ ଆପେ ଛବିଟି ଦିଶିବ ।

ଅଧିକ ସହଯୋଗ ପୃଷ୍ଠା