୧,୨୫୪
ଗୋଟି ସମ୍ପାଦନା
Psubhashish (ଆଲୋଚନା | ଅବଦାନ) (ବିଷୟବସ୍ତୁକୁ "{{/ଉପର}} ଫାଇଲ:Odia Wikisource handbook (page 1).jpg|600px|center|link=ସହଯୋଗ:ବିଷୟ..." ଦେଇ ପ୍ରତିବଦଳ କଲେ) |
Psubhashish (ଆଲୋଚନା | ଅବଦାନ) |
||
{{/ଉପର}}
ଉଇକିପାଠାଗାରରେ କେବଳ କପିରାଇଟ ବାହାରେ ଥିବା ପ୍ରକାଶିତ ରଚନା ରହେ । ତେଣୁ ମୌଳିକ ଓ ଅପ୍ରକାଶିତ ରଚନା ଏଥିରେ ରହିପାରିବ ନାହିଁ । ତେବେ ୧୯୫୬ ପରେ ପ୍ରକାଶିତ (କିମ୍ବା ଯଦି ଲେଖକଙ୍କ ଦେହାନ୍ତର ୬୦ ବର୍ଷ ପୂରିନଥାଏ) ବହିଗୁଡ଼ିକରେ ସାଧାରଣତରେ କପିରାଇଟ ରହିଥାଏ । ସେସବୁ ରଚନା ଉଇକିପାଠାଗାରରେ ରହିପାରିବ ନାହିଁ । ତେବେ ସାଧାରଣତଃ ଲେଖକଙ୍କ ପାଖେ ବହିର କପିରାଇଟ ଥିବାରୁ ସେମାନେ ଚାହିଁଲେ କପିରାଇଟ ବଦଳାଇ ବହିଗୁଡ଼ିକ ଉଇକିପାଠାଗାରରେ ଉପଲବ୍ଧ କରିପାରିବେ ।
[[ଫାଇଲ:Odia Wikisource handbook (page 1).jpg|600px|center|link=ସହଯୋଗ:ବିଷୟବସ୍ତୁ/ଇନପୁଟ|ଓଡ଼ିଆରେ ଟାଇପ କରିବେ କିପରି➔]]
|
ଗୋଟି ସମ୍ପାଦନା