"ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପାଠାଗାର‌ରୁ
Content deleted Content added
"ବ୍ରହ୍ମଜ୍ଞାନ କରନ୍ତି ବିସ୍ତାର କବି - ଭୀମ ଭୋଇ ବ୍ରହ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
 
୧ କ ଧାଡ଼ି: ୧ କ ଧାଡ଼ି:
{{header
ବ୍ରହ୍ମଜ୍ଞାନ କରନ୍ତି ବିସ୍ତାର
| title = ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର

କବି - ଭୀମ ଭୋଇ
| author = ଭୀମ ଭୋଇ
| translator =

| section =
| previous =
| next =
| year =
| notes =
}}
{{c|<poem>
ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର ।
ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର ।
ଭଗତ କେ ଅଛ ସମ୍ଭାଳି ଧର ।ଘୋଷା।
ଭଗତ କେ ଅଛ ସମ୍ଭାଳି ଧର ।ଘୋଷା।
୨୩ କ ଧାଡ଼ି: ୩୦ କ ଧାଡ଼ି:
ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ନିଶ୍ଚେ ହେବ ଉଦ୍ଧାର ।୬।
ନିଶ୍ଚେ ହେବ ଉଦ୍ଧାର ।୬।
</poem>}}

୧୩:୧୦, ୧୩ ଅପ୍ରେଲ ୨୦୧୭ ହୋଇଥିବା ରିଭିଜନ

ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର
ଲେଖକ/କବି: ଭୀମ ଭୋଇ

ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର ।
ଭଗତ କେ ଅଛ ସମ୍ଭାଳି ଧର ।ଘୋଷା।

ନିଜ ନାମ ଯାହା, କହି ନୋହେ ତାହା,
ନ ବସଇ ଅକ୍ଷର ।୧।

ଶବଦ ଯେତେକ, ବେଦାନ୍ତ ତେତେକ,
ପ୍ରଚରୁଛି ସଂସାର ।୨।

ଅନାଦି ପୁରୁଷ, ଯାହାକୁ ବୋଲନ୍ତି,
ଅନ୍ତ ନାହିଁ ତାହାର ।୩।

ଗୁରୁଦେବ ସ୍ୱାମୀ, ଯେହୁ ସେ ଅଟନ୍ତି,
ସାର ଜ୍ଞାନ ଭଣ୍ଡାର ।୪।

ମହିମା ନାମଟି, ଯେଣୁ ବୋଲାଉଛି,
ଅଗାଧ ସେ ସାଗର ।୫।

ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ନିଶ୍ଚେ ହେବ ଉଦ୍ଧାର ।୬।