ଲେଖକ:ଜଗନ୍ନାଥ ଦାସ

ଉଇକିପାଠାଗାର‌ରୁ
୨୧:୨୫, ୧୪ ଅକ୍ଟୋବର ୨୦୧୮ ବେଳେ 223.228.146.199 (ଆଲୋଚନା) (→‎ଗୀତା) ଙ୍କ ଦେଇ ହୋଇଥିବା ସଂସ୍କରଣ
ଜଗନ୍ନାଥ ଦାସ
(୧୪୯୦–୧୫୫୦)
ପଞ୍ଚସଖା ମଧ୍ୟରୁ ଅନ୍ୟତମ । ଏହାଙ୍କ ରଚିତ ଭାଗବତ ଓଡ଼ିଶାରେ ଅତିପ୍ରସିଦ୍ଧ । ୟେ ଚୈତନ୍ୟଙ୍କ ଠାରୁ ଅତିବଡ଼ି ଉପାଧି ପାଇଥିଲେ । ଅନେକ ଛୋଟ ଛୋଟ ଗୀତିକା ଓ ଚଉତିଶା ମଧ୍ୟ ରଚନା କରିଥିଲା ।
ଜଗନ୍ନାଥ ଦାସ

ରଚନାବଳୀ

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

ଭାଗବତ

ଇତିହାସ ଓ ପୁରାଣ

  • ଭାଗବତ ସାର
  • ଇତିହାସ ପୁରାଣ
  • ତୂଳାଭିଣା
  • ମହାଭାରତ
  • ପାଷାଣ୍ଡଦଳନ
  • ରାମାୟଣ
  • ଉଷାହରଣ (ଆଠଗୋଟି ଛାନ୍ଦବିଶିଷ୍ଟ କାବ୍ୟ)

ଗୀତା

  • ଗୀତା ନାମ
  • ଦାରୁବ୍ରହ୍ମ ଗୀତା

ରାସ

  • ଶରତ ରାସ
  • ରାସକ୍ରୀଡ଼ା

ସ୍ତୁତିମୂଳକ ରଚନା

ଚଉପଦୀ

  • ଷୋଳ ଚଉପଦୀ

କୋଇଲି

କ୍ଷୁଦ୍ର ରଚନା

  • ଫୁଲତୋଳା
  • ଗୁଣ୍ଡିଚାବିଜେ
  • ମାଳିକା ଦୀକ୍ଷା ସମ୍ବାଦ
  • ଦହିଖେଳ
  • ଚନ୍ଦ୍ରିକା
  • ବୋଲେ ହୁଁ
  • ଶ୍ରୀସତସଙ୍ଗ
  • ସତସଙ୍ଗ ବର୍ଣ୍ଣନ
  • ମନଃଶିକ୍ଷା
  • ନିତ୍ୟଚାର ଦିକ୍ଷା ସହିତ ଉପାସନା ବିଧି
  • ନିତ୍ୟ ଗୁପ୍ତମାଳା
  • ପସନ୍ଦ ଦଳନ
  • ପ୍ରେମ ସୁଧାମ୍ବୁଧା
  • ଶ୍ରୀରାଧା ରସମଞ୍ଜରୀ
  • ଗୋଲକ ସାରୋଦ୍ଧାର
  • ଜଗନ୍ନାଥ କରିକ
  • ଦୂତୀ ବୋଧ
  • ଶ୍ରୀରାଧା ରସମଞ୍ଜରୀ

ସଂସ୍କୃତ ରଚନାବଳୀ

  • କୃଷ୍ଣଭକ୍ତିକଳ୍ପଲତା
  • କୃଷ୍ଣଭକ୍ତିକଳ୍ପଲତାଫଳ
  • ନିତ୍ୟଗୁପ୍ତମାଳା
  • ଉପାସନା ଶତକମ୍
  • ନିତ୍ୟାଚାର
  • ଦୀକ୍ଷାସଂହିତା ସୋପାନ ବିଧିଃ
  • ନୀଳାଦ୍ରିଶତକମ୍
  • ଜଗନ୍ନାଥ ଚରିତାମ୍ବୋଧିସରଣୀ

ଜଗନ୍ନାଥ ଦାସଙ୍କ ବିଷୟରେ ରଚନା