ଲେଖକ:ବିଶ୍ଵନାଥ ଖୁଣ୍ଟିଆ

ଉଇକିପାଠାଗାର‌ରୁ
୧୩:୨୭, ୬ ଅପ୍ରେଲ ୨୦୧୭ ବେଳେ Prateek Pattanaik (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
ବିଶ୍ଵନାଥ ଖୁଣ୍ଟିଆ
(୧୬୯୨–୧୭୨?)
ବିଶି ଖୁଣ୍ଟିଆ ଭାବେ ମଧ୍ୟ ପରିଚିତ । ନାଟକ ଉପଯୁକ୍ତ ସରଳ ବିଚିତ୍ର ରାମାୟଣ ନାମକ ଲୀଳାକାବ୍ୟ ରଚନା କରିଥିଲେ । ଏହାଙ୍କ ରଚିତ ରାମଲୀଳାକୁ କେହି କେହି ବିଶି ରାମଲୀଳା ମଧ୍ୟ କହିଥାନ୍ତି ।

ରଚନାବଳୀ

ଗ୍ରନ୍ଥ

ଚଉତିଶା

  • ରାମକ୍ରୋଧ ଚଉତିଶା