"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପାଠାଗାର‌ରୁ
Content deleted Content added
No edit summary
No edit summary
୨ କ ଧାଡ଼ି: ୨ କ ଧାଡ଼ି:
| title = ସହଯୋଗ ପୃଷ୍ଠା
| title = ସହଯୋଗ ପୃଷ୍ଠା
| section =
| section =
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ‎|କଠିନ ଶବ୍ଦ ଲିଖନ]]
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ‎|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]]
| next =
| next =
| shortcut = [[WS:OCR]]
| shortcut = [[WS:OCR]]

୧୭:୩୯, ୭ ସେପ୍ଟେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସହଯୋଗ ପୃଷ୍ଠା

ପ୍ରଥମେ https://drive.google.com ଖୋଲିବେ ।

ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।

ଏବେ Right click >> Open with >> Google Doc କରିବେ ।

ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।

କିପରି Google OCR ବ୍ୟବହାର କରିବେ ଏଠାରୁ ଶିଖିପାରିବେ