"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) No edit summary |
Psubhashish (ଆଲୋଚନା | ଅବଦାନ) No edit summary |
||
୪ କ ଧାଡ଼ି: | ୪ କ ଧାଡ଼ି: | ||
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]] |
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]] |
||
| next = [[ସହଯୋଗ:ବିଷୟବସ୍ତୁ/ଛବି|ଲେଖାରେ ଛବି ଯୋଡ଼ିବେ କିପରି ▶]] |
| next = [[ସହଯୋଗ:ବିଷୟବସ୍ତୁ/ଛବି|ଲେଖାରେ ଛବି ଯୋଡ଼ିବେ କିପରି ▶]] |
||
| shortcut = |
| shortcut = WS:OCR |
||
| wikipedia = Help:Contents |
| wikipedia = Help:Contents |
||
| commons = Help:Contents |
| commons = Help:Contents |
୨୩:୪୪, ୨୪ ଅକ୍ଟୋବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
← ◀କଠିନ ଶବ୍ଦ ଲିଖନ ⚫ ମୂଳ ପୃଷ୍ଠା | ସହଯୋଗ ପୃଷ୍ଠା ଛବିରୁ ଲେଖା ରୂପାନ୍ତର କରିବେ କିପରି | ଲେଖାରେ ଛବି ଯୋଡ଼ିବେ କିପରି ▶ → |
ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ (OCR) ବ୍ୟବହାର କରି ବହିର ସ୍କାନ ବା ଛବିରୁ ଲେଖା ବାହାର କରିହେବ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ ।
ପ୍ରଥମେ https://drive.google.com ଖୋଲିବେ ।
ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।
ଏବେ Right click >> Open with >> Google Doc କରିବେ ।
ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।