"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପାଠାଗାର‌ରୁ
Content deleted Content added
No edit summary
No edit summary
୨୪ କ ଧାଡ଼ି: ୨୪ କ ଧାଡ଼ି:
</inputbox>
</inputbox>
}}
}}
'''ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ (OCR)''' ବ୍ୟବହାର କରି ବହିର ସ୍କାନ ବା ଛବିରୁ ଲେଖା ବାହାର କରିହେବ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ ।
'''ଓସିଆର''' ବା '''ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ''' (ଇଂରାଜୀ: '''Optical character recognition''') ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ
{{/body}}
{{/body}}

୨୨:୩୨, ୨୫ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସହଯୋଗ ପୃଷ୍ଠା ଛବିରୁ ଲେଖା ରୂପାନ୍ତର କରିବେ କିପରି

ଓସିଆର ବା ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ (ଇଂରାଜୀ: Optical character recognition) ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ ।

ପ୍ରଥମେ https://drive.google.com ଖୋଲିବେ ।

ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।

ଏବେ Right click >> Open with >> Google Doc କରିବେ ।

ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।

କିପରି Google OCR ବ୍ୟବହାର କରିବେ ଏଠାରୁ ଶିଖିପାରିବେ