ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ୍ରାନ୍ତି ପଥରେ ଖଗୋଳ ଦ୍ରାଘିମା
(ଡ଼ିଗ୍ରୀ କୋଣରେ)
ତଳ ସାରଣୀରୁ ଗ୍ରହମାନଙ୍କର ଦ୍ରାଘିମା ମିଳିପାରିବ । ଏହି ମାନଚିତ୍ରରୁ ସେଠାରେ ଥିବା ତାରକାମଣ୍ତଳ ଚିହ୍ନଟ କରି ହେବ ଏବଂ ଆକାଶରେ ଗ୍ରହଟିକୁ ଖୋଜା ଯାଇ ପାରିବ । ସୂର୍ଯ୍ୟର ଦ୍ରାଘିମା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । କାରଣ ସୂର୍ଯ୍ୟର ଅତି ପାଖରେ ଥିଲେ ଗ୍ରହମାନେ ଦେଖା ଯିବେ ନାହିଁ ।