ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦେହର ଚମକୁ ଲମ୍ବ ମାର୍ଗରେ କାଟି ଅଣୁବୀକ୍ଷଣ ଯନ୍ତ୍ରଦ୍ୱାରା ଦେଖିଲେ ତାହା ଏହିପରି ଦେଖାଯାଏ ।
- ବସାବହ ଗ୍ରନ୍ଥି (Sebacious Gland)।
- ସ୍ୱେଦବାହୀ ନାଳୀ ।
- ସ୍ୱେଦଗ୍ରନ୍ଥି (Sweat gland) ।
- କେଶମୂଳ ଗୁଟିକା (Hair Follicle) ।
- ଲୋମମୂଳରେ ଥିବା ମାଂସପେଶୀ । ଏହା ଟାଣିହୋଇ ଗଲେ ଲୋମ ଟାଙ୍କୁରି ଉଠେ ।
- ସ୍ୱେଦବାହୀନାଳୀ ଏହିପରି ଚମ ଉପରେ ବାହାରକୁ ଫୁଟି ଅଛି । ଏହିବାଟେ ଝାଳ ବାହାରେ ।
- ଲୋମ ।