ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୩୯
ତହିଁ ପାଞ୍ଚଦିନ ରହିଲେ ସୁନ୍ଦେରୀ
ଚାଳିଶି ଦିନେ ହେଲେ ଚମ୍ପାବତୀ ପୁରୀ । ।୭୦୦।
ନଦୀର ଘାଟେ ସେ ଲାଗିଲା ନାବ ଯାଇ
ଜରତା କୋଳରେ ଅଛଇ ମୁନି ଶୋଇ ।
('ଜଗମୋହନ ରାମାୟଣ',
ଆଦିକାଣ୍ତରୁ ଗୃହୀତ)
ତହିଁ ପାଞ୍ଚଦିନ ରହିଲେ ସୁନ୍ଦେରୀ
ଚାଳିଶି ଦିନେ ହେଲେ ଚମ୍ପାବତୀ ପୁରୀ । ।୭୦୦।
ନଦୀର ଘାଟେ ସେ ଲାଗିଲା ନାବ ଯାଇ
ଜରତା କୋଳରେ ଅଛଇ ମୁନି ଶୋଇ ।
('ଜଗମୋହନ ରାମାୟଣ',
ଆଦିକାଣ୍ତରୁ ଗୃହୀତ)