ଗ୍ୟାଜେଟ ରପ୍ତାନି

FlatSidebar ଗ୍ୟାଜେଟ ରପ୍ତାନି କରିବା ନିମନ୍ତେ "ଡାଉନଲୋଡ଼" ବୋତାମରେ କ୍ଲିକ କରି ଫାଇଲଟି ଆହରଣ କରନ୍ତୁ ଓ ସାଇତି ରଖନ୍ତୁ, ମୁକାମ ଉଇକିରେ Special:Import କୁ ଯାଇ ଏହାକୁ ଅପଲୋଡ଼ କରନ୍ତୁ । ତାହାପରେ MediaWiki:Gadgets-definition ପୃଷ୍ଠାରେ ରେ ତଳ ଲେଖାଟିକୁ ଯୋଡ଼ନ୍ତୁ:

* FlatSidebar[ResourceLoader|skins=vector]|FlatSidebar.js|FlatSidebar.css

ମୁକାମ ଉଇକିରେ ଆପଣଙ୍କ ପାଖରେ ଦରକାରୀ ଅନୁମୋଦନ ଥିବା ଲୋଡ଼ା (ସିଷ୍ଟମ ମେସେଜକୁ ବଦଲାଇବାର ଅଧିକାର ସହିତ) ତଥା ଫାଇଲ ଅପଲୋଡ଼ରୁ ଆହରଣ ମଧ୍ୟ ସଚଳ ହୋଇଥିବା ଲୋଡ଼ା ।