"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପାଠାଗାର‌ରୁ
Content deleted Content added
No edit summary
No edit summary
୨୬ କ ଧାଡ଼ି: ୨୬ କ ଧାଡ଼ି:
'''ଓସିଆର''' ବା '''ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ''' (ଇଂରାଜୀ: '''Optical character recognition''') ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ ।

{{/body}}
{{/body}}

== ଅଧିକ ସହଯୋଗ ପୃଷ୍ଠା ==
* [[ସହଯୋଗ:ବିଷୟବସ୍ତୁ|ଉଇକିପାଠାଗାର ବାବଦରେ ସାଧାରଣ ଜାଣିବା ବିଷୟ]]
* [[ସହଯୋଗ:ବିଷୟବସ୍ତୁ/ଇନପୁଟ|ଓଡ଼ିଆରେ କିପରି ଟାଇପ କରିବେ]]
* [[ସହଯୋଗ:ବିଷୟବସ୍ତୁ/କିବୋର୍ଡ଼ ଲେଆଉଟ|ଓଡ଼ିଆରେ ଟାଇପ କରିବା ପାଇଁ ବିଭିନ୍ନ କିବୋର୍ଡ଼ ଲେଆଉଟ]] (ଫୋନେଟିକ, ଇନଷ୍କ୍ରିପ୍ଟ ଆଦି)
* [[ସହଯୋଗ:ବିଷୟବସ୍ତୁ/ଲେଖନୀ କିବୋର୍ଡ଼ ଲେଆଉଟ|ଲେଖନୀ କିବୋର୍ଡ଼ ଲେଆଉଟ]] ବାବଦରେ ଅଧିକ ସୂଚନା
* [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|ବିଭିନ୍ନ କିବୋର୍ଡ଼ ଲେଆଉଟ ବ୍ୟବହାର କରି କଠିନ ଶବ୍ଦମାନ ଲେଖିବା]]
* [[ସହଯୋଗ:ବିଷୟବସ୍ତୁ/ଛବି|ଡିଜିଟାଇଜ କଲା ବେଳେ ବହିରେ ଥିବା ଛବି କିପରି ଆଗଭଳି ରଖିବା]]

୨୦:୦୭, ୧ ଡିସେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ସହଯୋଗ ପୃଷ୍ଠା ଛବିରୁ ଲେଖା ରୂପାନ୍ତର କରିବେ କିପରି

ଓସିଆର ବା ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ (ଇଂରାଜୀ: Optical character recognition) ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ ।

ପ୍ରଥମେ https://drive.google.com ଖୋଲିବେ ।

ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।

ଏବେ Right click >> Open with >> Google Doc କରିବେ ।

ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।

କିପରି Google OCR ବ୍ୟବହାର କରିବେ ଏଠାରୁ ଶିଖିପାରିବେ

ଅଧିକ ସହଯୋଗ ପୃଷ୍ଠା