"ସହଯୋଗ:ବିଷୟବସ୍ତୁ/OCR" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) No edit summary |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ସହଯୋଗ:ବିଷୟବସ୍ତୁ/ଉପର}} |
|||
{{process header |
|||
| title = ସହଯୋଗ ପୃଷ୍ଠା |
|||
| section = ଛବିରୁ ଲେଖା ରୂପାନ୍ତର କରିବେ କିପରି |
|||
| previous = [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|◀କଠିନ ଶବ୍ଦ ଲିଖନ]] ⚫ [[ସହଯୋଗ:ବିଷୟବସ୍ତୁ|ମୂଳ ପୃଷ୍ଠା]] |
|||
| next = [[ସହଯୋଗ:ବିଷୟବସ୍ତୁ/ଛବି|ଲେଖାରେ ଛବି ଯୋଡ଼ିବେ କିପରି ▶]] |
|||
| shortcut = WS:OCR |
|||
| wikipedia = Help:Contents |
|||
| commons = Help:Contents |
|||
| wikiquote = Help:Contents |
|||
| wikinews = Help:Contents |
|||
| wiktionary = Help:Contents |
|||
| wikibooks = Help:Contents |
|||
| wikiversity = Help:Contents |
|||
| wikispecies = Help:Contents |
|||
| meta = Help:Contents |
|||
| notes =<!-- ''See also: [[Wikisource:What Wikisource includes|What Wikisource includes]]''--> |
|||
<inputbox> |
|||
type = search |
|||
namespaces = Help |
|||
placeholder = ସହଯୋଗ ପୃଷ୍ଠାରେ ଖୋଜନ୍ତୁ |
|||
searchbuttonlabel = ଖୋଜନ୍ତୁ |
|||
bgcolor = transparent |
|||
break = no |
|||
</inputbox> |
|||
}} |
|||
'''ଓସିଆର''' ବା '''ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ''' (ଇଂରାଜୀ: '''Optical character recognition''') ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ । |

{{/body}} |
{{/body}} |
||
{{ସହଯୋଗ:ବିଷୟବସ୍ତୁ/ଉପର}} |
|||
== ଅଧିକ ସହଯୋଗ ପୃଷ୍ଠା == |
|||
* [[ସହଯୋଗ:ବିଷୟବସ୍ତୁ|ଉଇକିପାଠାଗାର ବାବଦରେ ସାଧାରଣ ଜାଣିବା ବିଷୟ]] |
|||
* [[ସହଯୋଗ:ବିଷୟବସ୍ତୁ/ଇନପୁଟ|ଓଡ଼ିଆରେ କିପରି ଟାଇପ କରିବେ]] |
|||
* [[ସହଯୋଗ:ବିଷୟବସ୍ତୁ/କିବୋର୍ଡ଼ ଲେଆଉଟ|ଓଡ଼ିଆରେ ଟାଇପ କରିବା ପାଇଁ ବିଭିନ୍ନ କିବୋର୍ଡ଼ ଲେଆଉଟ]] (ଫୋନେଟିକ, ଇନଷ୍କ୍ରିପ୍ଟ ଆଦି) |
|||
* [[ସହଯୋଗ:ବିଷୟବସ୍ତୁ/ଲେଖନୀ କିବୋର୍ଡ଼ ଲେଆଉଟ|ଲେଖନୀ କିବୋର୍ଡ଼ ଲେଆଉଟ]] ବାବଦରେ ଅଧିକ ସୂଚନା |
|||
* [[ସହଯୋଗ:ବିଷୟବସ୍ତୁ/କଠିନ ଶବ୍ଦ ଲିଖନ|ବିଭିନ୍ନ କିବୋର୍ଡ଼ ଲେଆଉଟ ବ୍ୟବହାର କରି କଠିନ ଶବ୍ଦମାନ ଲେଖିବା]] |
|||
* [[ସହଯୋଗ:ବିଷୟବସ୍ତୁ/ଛବି|ଡିଜିଟାଇଜ କଲା ବେଳେ ବହିରେ ଥିବା ଛବି କିପରି ଆଗଭଳି ରଖିବା]] |
|||
* [[ସହଯୋଗ:ବିଷୟବସ୍ତୁ/ଆଣ୍ଡ୍ରଏଡ଼|ବିଭିନ୍ନ ମୋବାଇଲ, ଟ୍ୟାବଲେଟ ଆଦିରେ ଓଡ଼ିଆ ସକ୍ରିୟ କରିବା]] |
|||
* [[ସହଯୋଗ:ବିଷୟବସ୍ତୁ/କନଭର୍ଟର|ଆକୃତି, ଶ୍ରୀଲିପି, ସମ୍ବାଦ, GIST ଆଦି ଏନକୋଡ଼ିଂରେ ଥିବା ଲେଖା ଇଉନିକୋଡ଼ରେ ରୂପାନ୍ତର ପାଇଁ କନଭର୍ଟର]] |
୧୯:୧୯, ୨୪ ଫେବୃଆରୀ ୨୦୧୬ ହୋଇଥିବା ରିଭିଜନ
ଓସିଆର ବା ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ (ଇଂରାଜୀ: Optical character recognition) ବ୍ୟବହାର କରି ଛପା ଓଡ଼ିଆ ଲେଖାର ସ୍କାନ ବା ଛବିରୁ ଲେଖା (text) ବାହାର କରିହେବ । ଏକ ବହିର ସ୍କାନ ହୋଇଥିବା ଛବି (jpeg, png, GIF) କିମ୍ବା PDF ଭାବେ ଥିଲେ ତହିଁରୁ ତଳ ଲିଖିତ ଉପାୟରେ ଲେଖା ବାହାର କରିପାରିବେ । ଉଇକିପାଠାଗାରରେ ଅନେକ ବହିର ସ୍କାନ PDF ଅପଲୋଡ଼ କରାଯାଏ । ପରେ ଉଇକିଆଳି (ଉଇକିପାଠାଗାର ସମ୍ପାଦକ)ମାନେ ସେହି ଛବିକୁ ଦେଖି ଟାଇପ କରିଥାନ୍ତି । ତେବେ ଖୁବ ବଡ଼ ବହିମାନ ଟାଇପ କରିବା କଷ୍ଟସାପେକ୍ଷ । OCR ବ୍ୟବହାର କରି ବହି ଆଦିର ସ୍କାନରୁ ଲେଖା ବାହାର କରିହେବ । ଏହି ପଦ୍ଧତିରେ ଲେଖା ବାହାର କରିବା ପରେ ସେଥିରେ କିଛି ଭୁଲ ଭଟକା ଥାଏ, ତାକୁ କେବଳ ସୁଧାରିବାକୁ ପଡ଼େ । ଏହା କିପରି ବ୍ୟବହାର କରିବେ ତଳେ ଦେଖନ୍ତୁ । ସମାନ ଉପାୟରେ ଅନ୍ୟ କୌଣସି ସ୍କାନରୁ ଲେଖା ବାହାର କରାଯାଇପାରିବ ।
ପ୍ରଥମେ https://drive.google.com ଖୋଲିବେ ।
ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।
ଏବେ Right click >> Open with >> Google Doc କରିବେ ।
ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।