ଲେଖକ:ଫକୀର ମୋହନ ସେନାପତି
ଦେଖଣା
←Author Index: ସ | ଫକୀର ମୋହନ ସେନାପତି (୧୮୪୩–୧୯୧୮) |
ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର ଜନକ । ଅନେକ ପ୍ରସିଦ୍ଧ ଉପନ୍ୟାସ ଲେଖିଥିଲେ । ତୀକ୍ଷ୍ଣ ହାସ୍ୟରସପୂର୍ଣ୍ଣ କଟାକ୍ଷ ଓ ସାମାଜିକ ଦୃଶ୍ୟ ପାଇଁ ପ୍ରସିଦ୍ଧ । ଏହାଙ୍କ ସର୍ବପ୍ରସିଦ୍ଧ ରଚନା ଛମାଣ ଆଠଗୁଣ୍ଠ ନାମକ ଉପନ୍ୟାସ । ଏହା ଛଡ଼ା କେତେକ କବିତା, ଶିଶୁଗୀତିକା ଲେଖିବା ସଙ୍ଗେ ସଙ୍ଗେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ସରଳ ଗଦ୍ୟାନୁବାଦ କରି ବ୍ୟାସକବି ଉପାଧି ପାଇଥିଲେ । |
ରଚନାବଳୀ
[ସମ୍ପାଦନା](ପ୍ରମୁଖ ରଚନାଗୁଡ଼ିକ ମୋଟା ଅକ୍ଷରରେ ଲେଖାଯାଇଛି)
ଉପନ୍ୟାସ
[ସମ୍ପାଦନା]- ଛମାଣ ଆଠଗୁଣ୍ଠ (ଉପନ୍ୟାସ, ୧୮୯୭)
- ମାମୁଁ
- ଲଛମା
- ପ୍ରାୟଶ୍ଚିତ
ଗଳ୍ପ
[ସମ୍ପାଦନା]- ଗଳ୍ପସ୍ୱଳ୍ପ (ସଂକଳନ)
କବିତା
[ସମ୍ପାଦନା]- ଉତ୍କଳଭ୍ରମଣଂ
ଆତ୍ମଜୀବନୀ
[ସମ୍ପାଦନା]- ଆତ୍ମ ଜୀବନ ଚରିତ
ଶ୍ରେଣୀସମୂହ:
- 1843 births
- 1918 deaths
- Authors with birth dates differing from Wikidata
- Authors with death dates differing from Wikidata
- Authors with non-numeric birth dates
- Authors with non-numeric death dates
- Authors with override birth dates
- Authors with override death dates
- Early modern authors
- Modern authors
- ୧୮୪୩ births
- ୧୯୧୮ deaths
- Author pages with image
- Authors-ସ
- Author pages linking to Wikimedia Commons categories
- ବାଲେଶ୍ୱର ଜିଲ୍ଲାର ଲେଖକ
- ଲେଖକ