ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚିତ୍ର ସମାଜସେବୀ ଶିକ୍ଷକ ବାମନ ଚରଣ ଦାସ ପ୍ରଫେସର ଜଗନ୍ନାଥ ମହାନ୍ତି ୧୯୫୯ ମସିହା ଅଗଷ୍ଟ ମାସ । ବର୍ଷାଋତୁର ମେଘମେଦୁର ଆକାଶ ବଣପାହାଡ଼ଘେରା ବାଣପୁରର ସବୁଜସୁନ୍ଦର ପରିବେଶ । ମୁଣ୍ଡଟଘେକି ଠିଆହୋଇଛି ସୋଲରୀ ଓ ଘଣ୍ଟଶିଳା ପାହାଡ଼ । ମଥାନ କୁ ଛୁଇଁ ମେଘର ଖେଳ । ବ ହିଯା ଉ ଛି ଶାଳିଆ ନ ଈଟି ଦୁରକୂଳ ଖାଇ । ଢ଼େରରଙ୍ଗର ପାଣି ଉଛୁଳି ଉଠିଛି ଧାନକ୍ଷେତ ଆଉ ପନିପରିବା କିଆରି ଭିତରେ। ବାଣପୁ ବଜାର ଭିତରେ ଧର୍ମଶାଳା । ତା'ର ଗୋଟିଏ କୋଠରୀରେ ମୁଁ ରହିଥାଏ । ପୁରୀ ଜିଲ୍ଲା ଅଧୀକ୍ଷକଙ୍କ ଅଫିସରେ ସର୍କଲ ସବ ଏନ୍ ସ୍ ପେକ୍ଟର ଭାବରେ ଦାୟିତ୍ବ୍ ନେଉଥାଏ । ମାତ୍ର କ୍ବାଟର୍ସ ଖାଲି ହୋଇନଥାଏ । ମୋ ପୂର୍ବରୁ ଥିବା ସବ ଇନ ସ ପେକ୍ଟର ମଧ୍ଯ ମୋତେ ।