ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସମ୍ବଲପୁର ସଦର (ଅନୁସୂଚିତ ଜନଜାତି) | ବୋଧିରାମ ଦୁବେ | କଂଗ୍ରେସ |
ପଶ୍ଚିମ ବରଗଡ଼ | ପ୍ରହ୍ଲାଦ ରାୟ ଲାଠ | କଂଗ୍ରେସ |
ପୂର୍ବ ବରଗଡ଼ | ଫକୀର ବେହେରା | କଂଗ୍ରେସ |
ପୂର୍ବ ବରଗଡ଼ (ଅନୁସୂଚିତ) | ବିଶି ଗଣ୍ଡ | |
ଖଡ଼ିଆଳ (ରାଜା) | ଆର୍ତ୍ତତ୍ରାଣ ଦେଓ | |
ଘୁମୁସର | ବିଶ୍ୱନାଥ ଦାସ | କଂଗ୍ରେସ |
ଘୁମୁସର | ଆନନ୍ଦଚରଣ ରାଉତ | |
କେଦଳା (ଖଲିକୋଟ ରାଜା) | ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ | |
ଛତ୍ରପୁର (ଜମିଦାର) | ମାନନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ | |
ଆସ୍କା-ସୋରଡ଼ା | ଗୋବିନ୍ଦ ପ୍ରଧାନ | କଂଗ୍ରେସ |
ଆସ୍କା-ସୋରଡ଼ା (ଅନୁସୂଚିତ) | ପୁନିଆ ନାୟକ | କଂଗ୍ରେସ |
ବ୍ରହ୍ମପୁର | ଦିବାକର ପଟ୍ଟନାୟକ | କଂଗ୍ରେସ |
ବ୍ରହ୍ମପୁର | ରାମଚନ୍ଦ୍ର ଦେଓ (ବଡ଼ଖେମୁଣ୍ଡି ରାଜା) | |
ବ୍ରହ୍ମପୁର | ବୈଶ୍ୟରାଜ କାଶୀବିଶ୍ୱନାଥ ରାଜୁ | |
ବାଲିଗୁଡ଼ା-କନ୍ଧମାଳ | ଗୋବିନ୍ଦ ଚନ୍ଦ୍ର ଥାଟ୍ଟରାଜ (ବିଷମକଟକ ରାଜା) | |
ବାଲିଗୁଡ଼ା-କନ୍ଧମାଳ (ଉପ) | ଉମାଚରଣ ପଟ୍ଟନାୟକ | |
ବାଲିଗୁଡ଼ା-କନ୍ଧମାଳ (ଉପ) | ଭରତ ଭୋଇ | |
ପାରଳାଖେମୁଣ୍ଡି | କୃଷ୍ଣଚନ୍ଦ୍ର ଗଜପତି ଦେଓ (ପାରଳା ମହାରାଜା) | |
ନବରଙ୍ଗପୁର | ସଦାଶିବ ତ୍ରିପାଠୀ | କଂଗ୍ରେସ |
ଜୟପୁର-ମାଲକାନାଗିରି | ରାଧାମୋହନ ସାହୁ | କଂଗ୍ରେସ |
କୋରାପୁଟ | ରାଧାକୃଷ୍ଣ ବିଶ୍ୱାସ ରାୟ | କଂଗ୍ରେସ |
କଟକ ସଦର (ମୁସଲମାନ) | ଖାଁ ବାହାଦୁର ସୟଦ ଅହମ୍ଦ ବକ୍ସ | |
ଉତ୍ତରକଟକ-ଅନୁଗୋଳ (ମୁ) | ସୟଦ ଫଜଲ ହକ୍ | |
ବାଲେଶ୍ୱର-ସମ୍ବଲପୁର (ମୁ) | ମୌଲବୀ ଅବଦୁସ୍ ଶୋଭନ ଖାଁ | |
ଦକ୍ଷିଣ ଓଡ଼ିଶା (ମୁସଲମାନ) | ମୈାଲବୀ ଲତିଫୁର ରହମନ | |
କଟକ ସହର (ମହିଳା) | ସରଳା ଦେବୀ | କଂଗ୍ରେସ |
ବ୍ରହ୍ମପୁର ସହର (ମହିଳା) | ଏ. ଲକ୍ଷ୍ମୀବାଈ | କଂଗ୍ରେସ |
ଭାରତୀୟ ଖ୍ରୀଷ୍ଟିଆନ୍ ଓଡ଼ିଶା | ପ୍ରେମାନନ୍ଦ ମହାନ୍ତି | |
ବାଣିଜ୍ୟ ଓ ଶିଳ୍ପ ଓଡ଼ିଶା | ରଙ୍ଗଲାଲ୍ ମୋଦି | |
ପୂର୍ବ ଓଡ଼ିଶା (ଭୂ-ଧାରକ) | ବ୍ରଜ ସୁନ୍ଦର ଦାସ | |
ପୂର୍ବ ଓଡ଼ିଶା (ଭୂ-ଧାରକ) | ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ବାହାଦୁର |
ଓଡ଼ିଶା ରାଜନୀତିର ଇତିହାସ . ୨୭