ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଜନକଂଗ୍ରେସ ଦଳର ସଭ୍ୟସଂଖ୍ୟାଠାରୁ ଅଧିକ, ସ୍ୱତନ୍ତ୍ର ଦଳ ତରଫରୁ ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବେ । ଏଥିରେ ଜନକଂଗ୍ରେସ ଦଳର ସଭ୍ୟମାନେ ମର୍ମାହତ ହୋଇପଡ଼ିଲେ । (ମୁକ୍ତିପଥେ ସୈନିକ- ପବିତ୍ର ମୋହନ ପ୍ରଧାନ)
ଯାହାହେଉ ଶେଷରେ ଉଭୟ ଦଳ ତରଫରୁ ଠିକ୍ ହେଲା ଯେ, ରାଜେନ୍ଦ୍ର ନାରାୟଣ ସିଂହ ଦେଓ ମୁଖ୍ୟମନ୍ତ୍ରୀ ହେବେ ଓ ଜନକଂଗ୍ରେସ ଦଳ ତରଫରୁ ପବିତ୍ର ମୋହନ ପ୍ରଧାନ ଉପମୁଖ୍ୟମନ୍ତ୍ରୀ ହେବେ । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର-ଜନକଂଗ୍ରେସ ମନ୍ତ୍ରିମଣ୍ଡଳ ୦୮.୩.୧୯୬୭ ତାରିଖରେ ଦାୟିତ୍ୱ ଗ୍ରହଣ କଲା । ଏଥିରେ ଉଭୟ ଦଳରୁ ରହିଲେ ୧୪ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ଉପମନ୍ତ୍ରୀ । ସେମାନେ ହେଲେ:
କ୍ୟାବିନେଟ୍ ମନ୍ତ୍ରୀ :
ରାଜେନ୍ଦ୍ର ନାରାୟଣ ସିଂହଦେଓ | : | ମୁଖ୍ୟମନ୍ତ୍ରୀ, ଅର୍ଥ, ଘରୋଇ (ଜେଲ ଓ ସଂସ୍କାର ଏବଂ |
ଲୋକସଂପର୍କ ବିଭାଗ ବ୍ୟତୀତ), ପର୍ଯ୍ୟଟନ, ଯୋଜନା ଓ | ||
ସମନ୍ୱୟ ବିଭାଗ ମନ୍ତ୍ରୀ | ||
ପବିତ୍ର ମୋହନ ପ୍ରଧାନ | : | ଉପମୁଖ୍ୟମନ୍ତ୍ରୀ, ପଲ୍ଟିକାଲ ଆଣ୍ଡ ସର୍ଭିସେସ୍ (ରାଜଧାନୀ |
ପ୍ରଶାସନ ଓ ନଦୀ ଉପତ୍ୟାକା ଉନ୍ନୟନ ବ୍ୟତୀତ), ଖଣି ଓ ଭୂତତ୍ତ୍ୱ | ||
ରାଜ ବଲ୍ଲଭ ମିଶ୍ର | : | କୃଷି (ପଶୁପାଳନ ଓ ମତ୍ସ୍ୟ ବିଭାଗ ବ୍ୟତୀତ), ଶ୍ରମ, |
ନିୟୋଜନ ଓ ଗୃହ ନିର୍ମାଣ | ||
ସୁରେନ୍ଦ୍ର ନାଥ ପଟ୍ଟନାୟକ | : | ରାଜସ୍ୱ (ନିବନ୍ଧନ ବ୍ୟତୀତ) ଜଳସେଚେନ ଓ ବିଦ୍ୟୁତ୍ |
ହରିହର ପଟେଲ | : | ଶିଳ୍ପ, ବାଣିଜ୍ୟ, ଘରୋଇ (ଲୋକସଂପର୍କ ଓ ପର୍ଯ୍ୟଟନ), |
ଶିକ୍ଷା (ଭୁବନେଶ୍ୱର ପାଠ୍ୟ ପୁସ୍ତକ ପ୍ରେସ୍) | ||
ଶାନ୍ତନୁ କୁମାର ଦାସ | : | ଅବକାରୀ, ରାଜସ୍ୱ (ନିବନ୍ଧନ), ପଲଟିକାଲ ଆଣ୍ଡ |
ସର୍ଭିସେସ (ନୂଆ ରାଜଧାନୀ ପ୍ରଶାସନ ଓ ନଦୀବନ୍ଧ | ||
ଉପତ୍ୟକା ଉନ୍ନୟନ) | ||
ନିତ୍ୟାନନ୍ଦ ମହାପାତ୍ର | : | ଯୋଗାଣ ଓ ସାଂସ୍କୃତିକ ବ୍ୟାପାର |
ହର ପ୍ରସାଦ ମହାପାତ୍ର | : | ଆଇନ, ସମବାୟ ଓ ଜଙ୍ଗଲ (ସମବାୟ ଓ ମାର୍କେଟିଙ୍ଗ |
ସଂଗଠନ) ଗୋଷ୍ଠୀଉନ୍ନୟନ ଓ ପଞ୍ଚାୟତରାଜ | ||
ଦୟାନିଧି ନାଏକ | : | ପୂର୍ତ୍ତ ପରିବହନ, (ଜନସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ) |
ମୁରାରି ପ୍ରସାଦ ମିଶ୍ର | : | ସ୍ୱାସ୍ଥ୍ୟ, ସମବାୟ ଓ ଜଙ୍ଗଲ (ସମବାୟ) |
ବନମାଳୀ ପଟ୍ଟନାୟକ | : | ଶିକ୍ଷା (ଭୁବନେଶ୍ୱର ପାଠ୍ୟ ପୁସ୍ତକ ପ୍ରେସ୍ ବ୍ୟତୀତ) |
ମନ ମୋହନ ଟୁଡୁ | : | ଆଦିବାସୀ ଓ ଗ୍ରାମମଙ୍ଗଳ |
୧୭୮ . ଓଡ଼ିଶା ରାଜନୀତିର ଇତିହାସ