ଏହି ପୃଷ୍ଠାଟି ବୈଧ ହୋଇସାରିଛି
(କଂଗ୍ରେସ)- ଢେଙ୍କାନାଳ, ସୈରିନ୍ଦ୍ରୀ ନାୟକ (କଂଗ୍ରେସ)- ଝାରସୁଗୁଡା, ସୁଧାଂଶୁମାଳିନୀ ରାୟ (କଂଗ୍ରେସ)- ଗୋବିନ୍ଦପୁର ଓ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ (ଉତ୍କଳ କଂଗ୍ରେସ)- ଖଲିକୋଟ ।
୧୯୭୪ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବିଧାନସଭାର ସଦସ୍ୟ:
କରଞ୍ଜିଆ | କରୁଣାକର ନାୟକ | କଂଗ୍ରେସ |
ଯଶୀପୁର | ଘନଶ୍ୟାମ ହେମ୍ବ୍ରମ | ସ୍ୱାଧୀନ |
ବାହଲଦା | ଶଶିଭୂଷଣ ମାରାଣ୍ଡି | ସ୍ୱାଧୀନ |
ରାଇରଙ୍ଗପୁର | ଅର୍ଜୁନ ମାଝି | ଉତ୍କଳ କଂଗ୍ରେସ |
ବାଙ୍ଗିରିପୋଷି | ରୁଦ୍ରମୋହନ ଦାସ | କମ୍ୟୁନିଷ୍ଟ |
କୁଳିଅଣା | ଶରତ ଚନ୍ଦ୍ର ସିଂହ | କଂଗ୍ରେସ |
ବାରିପଦା | ପ୍ରମୋଦ ଚନ୍ଦ୍ର ଭଞ୍ଜଦେଓ | ସ୍ୱାଧୀନ |
ବଇଶିଙ୍ଗା | କୁଆଁରିଆ ମାଝି | କଂଗ୍ରେସ |
ଖୁଣ୍ଟା | ରମେଶ ସୋରେନ୍ | କଂଗ୍ରେସ |
ଉଦଳା | ରାବଣେଶ୍ୱର ମଢେ଼ଇ | କଂଗ୍ରେସ |
ଭୋଗରାଇ | କାର୍ତ୍ତିକେଶ୍ୱର ପାତ୍ର | କଂଗ୍ରେସ |
ଜଳେଶ୍ୱର | ଗଦାଧର ଗିରି | ସମାଜବାଦୀ |
ବସ୍ତା | ଚିନ୍ତାମଣି ଜେନା | କଂଗ୍ରେସ |
ବାଲେଶ୍ୱର | ଅରୁଣ ଦେ | ମାର୍କ୍ସବାଦୀ କମ୍ୟୁ. |
ସୋରୋ | ଯଦୁନାଥ ଦାଶମହାପାତ୍ର | କଂଗ୍ରେସ |
ସିମୁଳିଆ | ଶୈଲେନ୍ ମହାପାତ୍ର | କଂଗ୍ରେସ |
ନୀଳଗିରି | ବନମାଳୀ ଦାସ | ମାର୍କ୍ସବାଦୀ କମ୍ୟୁ. |
ଭଣ୍ଡାରିପୋଖରୀ | ବୈରାଗୀ ଜେନା | ଉତ୍କଳ କଂଗ୍ରେସ |
ଭଦ୍ରକ | ଯୁଗଳ କିଶୋର ପଟ୍ଟନାୟକ | କଂଗ୍ରେସ |
ଧାମନଗର | ହୃଦାନନ୍ଦ ମଲ୍ଲିକ | ଉତ୍କଳ କଂଗ୍ରେସ |
ଚାନ୍ଦବାଲି | ମନମୋହନ ଦାସ | କଂଗ୍ରେସ |
ବାସୁଦେବପୁର | ଜଗବନ୍ଧୁ ଦାସ | କଂଗ୍ରେସ |
ସୁକିନ୍ଦା | ସନାତନ ଦେଓ | କଂଗ୍ରେସ |
କୋରେଇ | ଅଶୋକ କୁମାର ଦାସ | ଉତ୍କଳ କଂଗ୍ରେସ |
ଯାଜପୁର | ଜଗନ୍ନାଥ ମଲ୍ଲିକ | କଂଗ୍ରେସ |
ଧର୍ମଶାଳା | ବାଙ୍କବିହାରୀ ଦାସ | କଂଗ୍ରେସ |
୧୯୮ . ଓଡ଼ିଶା ରାଜନୀତିର ଇତିହାସ