ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଧରମଗଡ | ଗଜାନନ ନାୟକ | କଂଗ୍ରେସ |
କୋକସରା | ରାସବିହାରୀ ବେହେରା | କଂଗ୍ରେସ |
ଜୁନାଗଡ | ମହେଶ୍ୱର ବରାଡ଼ | କଂଗ୍ରେସ |
ଭବାନିପାଟଣା | ଦୟାନିଧି ନାୟକ | କଂଗ୍ରେସ |
ନରଲା | ତେଜରାଜ ମାଝି | କଂଗ୍ରେସ |
କେସିଙ୍ଗା | ନଗେନ୍ଦ୍ର ନାଥ ଚୌଧୁରୀ | ଜନତା ଦଳ |
ବାଲିଗୁଡା | ସଦାନନ୍ଦ କଅଁର | ସ୍ୱାଧୀନ |
ଜି. ଉଦୟଗିରି | ରଞ୍ଜିତ କୁମାର ପ୍ରଧାନ | ଜନତା ଦଳ |
ଫୁଲବାଣୀ | ପ୍ରହ୍ଲାଦ ବେହେରା | ଜନତା ଦଳ |
ବୌଦ୍ଧ | ନଟବର ପ୍ରଧାନ | ଜନତା ଦଳ |
ଟିଟିଲାଗଡ | ଲଳିତ ମୋହନ ଗାନ୍ଧୀ | କଂଗ୍ରେସ |
କଣ୍ଟାବାଞ୍ଜି | ପ୍ରସନ୍ନ କୁମାର ପାଲ | କଂଗ୍ରେସ |
ପାଟନାଗଡ | ବିବେକାନନ୍ଦ ମେହେର | ଜନତା ଦଳ |
ସଇଁତଳା | ସୁବାସ ଚନ୍ଦ୍ର ବାଗ | ଜନତା ଦଳ |
ଲୁଇସିଙ୍ଗା | ରାମପ୍ରସାଦ ମିଶ୍ର | ଜନତା ଦଳ |
ବଲାଙ୍ଗୀର | ମୁରଲୀଧର ଗୁରୁ | ଜନତା ଦଳ |
ସୋନପୁର | ଦେବରାଜ ସେଠ | ଜନତା ଦଳ |
ବିନିକା | ପରୀକ୍ଷିତ କରଣ | ସ୍ୱାଧୀନ |
ବୀର ମହାରାଜପୁର | ସୁରେନ୍ଦ୍ର ପ୍ରଧାନ | ଜନତା ଦଳ |
ଆଠମଲ୍ଲିକ | ବାଳକୃଷ୍ଣ ପଟ୍ଟନାୟକ | ଜନତା ଦଳ |
ଅନୁଗୁଳ | ଅଦ୍ୱୈତ ପ୍ରସାଦ ସିଂହ | ଜନତା ଦଳ |
ହିନ୍ଦୋଳ | ତ୍ରିନାଥ ନାୟକ | ଜନତା ଦଳ |
ଢେ଼ଙ୍କାନାଳ | ନନ୍ଦିନୀ ଶତପଥୀ | ଜନତା ଦଳ |
ଗଁଦିଆ | ହଳଧର ମିଶ୍ର | ଜନତା ଦଳ |
କାମାକ୍ଷାନଗର | ପ୍ରସନ୍ନ କୁମାର ପଟ୍ଟନାୟକ | ଜନତା ଦଳ |
ପାଲଲହଡା | ଧରଣୀଧର ପ୍ରଧାନ | ସ୍ୱାଧୀନ |
ତାଳଚେର | ବୃନ୍ଦାବନ ବେହେରା | ଜନତା ଦଳ |
ପଦ୍ମପୁର | ବୀର ବିକ୍ରମାଦିତ୍ୟ ସିଂହ ବରିହା | ଜନତା ଦଳ |
ମେଳଚ୍ଛାମୁଣ୍ଡା | ବୀରେନ୍ଦ୍ର କୁମାର ସାହୁ | ଜନତା ଦଳ |
ବିଜିପୁର | ନିତ୍ୟାନନ୍ଦ ଗଡତିଆ | ଜନତା ଦଳ |
ଭଟ୍ଲି | ବିମ୍ବାଧର କୁଅଁର | ଜନତା ଦଳ |
ବରଗଡ | ନବୀନ କୁମାର ପ୍ରଧାନ | ଜନତା ଦଳ |
୨୧୪ . ଓଡ଼ିଶା ରାଜନୀତିର ଇତିହାସ