ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଭୁସୁକୁ ପାଦାନମ୍

ଉଇକିପାଠାଗାର‌ରୁ
ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଭୁସୁକୁ ପାଦାନମ୍
ଲେଖକ/କବି: ଭୁସୁକୁପା

ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଭୁସୁକୁ ପାଦାନମ୍

 
ଅଧରାତି ଭର କମଳ ବିକସଉ
ବତିସ ଜୋଇଣୀ ତସୁ ଅଙ୍ଗ ଉଲସଉ ।

ଚାଳିଶ ଷଷହର ମାଗେ ଅବଧୁଇ
ରଓଣହୁ ଷହଜେ କହେଇ ।

ଚାଳିଅ ଷଷହର ଗଉ ନିବାଣେ
କମଳିନି କମଳ ବହଇ ପଣାଳେଁ

ବିରମାନନ୍ଦ ବିଲକ୍ଷଣ ଶୁଧ
ଜୋଏଥୁ ବୁଝଇ ସୋ ଏଥୁ ବୁଧ ।

ଭୁସୁକୁ ଭଣଇ ମଇ ବୁଝିଅ ମେଳେଁ
ସହଜାନନ୍ଦ ମହାସୁଖ ଲୀଳେଁ ।