ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଖାଦ୍ୟ ପାଉନାହାନ୍ତି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥା ଏହାଠାରୁ ଖରାପ । ଏହି ପରିପ୍ରେକ୍ଷୀରେ ବୁଶ୍ଙ୍କ ମନ୍ତବ୍ୟ ଏକ ‘ନିଷ୍ଠୁର ବିଦୃପ’ ଭଳି ମନେ ହୁଏ । ଯିଏ ଅଧିକ ଖାଉଛି, ସିଏ ଆହୁରି ଖାଉ, ଅଖିଆ, ଅଳ୍ପଖିଆ ଗାଧୋଇ ଯାଉ ।
୧୫ ମେ, ୨୦୦୮
ବିକଳ୍ପ ବିଶ୍ୱ ୩୦୧