ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷ+କ = ଷ୍କ | ଶୁଷ୍କ, ଦୁଷ୍କର, ପରିଷ୍କାର |
ଷ+ଣ = ଷ୍ଣ | କୃଷ୍ଣ, ସହିଷ୍ଣୁ, ବୈଷ୍ଣବ |
ସ+କ = ସ୍କ | ଭାସ୍କର, ପୁରସ୍କାର, ତିରସ୍କାର |
ତ+ନ = ତ୍ନ | ଯତ୍ନ, ରତ୍ନ , ରତ୍ନାକର |
ବ+ଜ = ବ୍ଜ | ଅବ୍ଜ, କୁବ୍ଜ, ପଦାବ୍ଜ |
ଷ+ଟ = ଷ୍ଟ | କଷ୍ଟ, ବିଶିଷ୍ଟ, ଅବଶିଷ୍ଟ |
ଷ+ଠ = ଷ୍ଠ | କାଷ୍ଠ, ଓଷ୍ଠ, ନିଷ୍ଠାପର |
ସ+ଥ = ସ୍ଥ | ଅସ୍ଥି, ସ୍ଥାବର, ବାସସ୍ଥାନ |
ଦ+ମ = ଦ୍ମ | ପଦ୍ମ, ପଦ୍ମନାଭ, ଛଦ୍ମନାମ |
ଗ+ନ = ଗ୍ମ | ଲଗ୍ନ, ନିମଗ୍ନ, ଅଗ୍ନିଶିଖା |
ଗ+ଧ = ଗ୍ଧ | ଦୁଗ୍ଧ, ବିମୁଗ୍ଧ, ଦଗ୍ଧୀଭୂତ |
ସ+ପ = ସ୍ପ | ସ୍ପର୍ଶ, ଇସ୍ପାତ, ପରସ୍ପର |
ବ+ଦ = ବ୍ଦ | ଶବ୍ଦ, ଶତାବ୍ଦୀ, ସହସ୍ରାବ୍ଦୀ |
ବ+ଧ = ବ୍ଧ | ଅବ୍ଧି, ସ୍ତବ୍ଧ, ପ୍ରାରବ୍ଧ |
ଶ+ୱ = ଶ୍ୱ | ଅଶ୍ୱ, ପ୍ରଶ୍ୱାସ, ଅବିଶ୍ୱାସ |
ଶ+ଚ = ଶ୍ଚ | ନିଶ୍ଚୟ, ପଶ୍ଚିମ, ସୁନିଶ୍ଚିତ |
ଦ+ଧ = ଦ୍ଧ | ବୁଦ୍ଧ, ଅଶୁଦ୍ଧ, ଶୁଦ୍ଧୋଦନ |
ଦ+ଭ = ଦ୍ଭ | ଅଦ୍ଭୁତ, ଉଦ୍ଭି, ଉଦ୍ଭାବନ |
ଦ+ବ = ଦ୍ବ | ଉଦ୍ବେଗ, ଉଦ୍ବେଳନ, ଉଦ୍ବୋଧନ |
ନ+ନ = ନ୍ନ | ଅନ୍ନ, ଅଭିନ୍ନ, ଜଗନ୍ନାଥ |
ତ+ତ = ତ୍ତ | ଚିତ୍ତ, ଉତ୍ତର, ମହତ୍ତର |
ଜ+ଜ = ଜ୍ଜ | ଲଜ୍ଜା, ସଜ୍ଜନ, ସୁସଜ୍ଜିତ |
ଚ+ଛ = ଚ୍ଛ | ଇଚ୍ଛା, କଚ୍ଛପ, ଆଚ୍ଛାଦନ |
ଳ+କ = ଳ୍କ | ଶୁଳ୍କ, କଳ୍କୀ, ବଳ୍କଳ |
ଆମ ଓଡ଼ିଆ ବ୍ୟାକରଣ ■ ୨୧