ଲେଖକ:ଆଦି ଶଙ୍କରାଚାର୍ଯ୍ୟ

ଉଇକିପାଠାଗାର‌ରୁ
ଛାଞ୍ଚ:Draft article
ଶଙ୍କରାଚାର୍ଯ୍ୟ

ଆଦି ଶଙ୍କରାଚାର୍ଯ୍ୟ ଭଗବାନ ଶଙ୍କରଙ୍କ ସାକ୍ଷାତ ଅବତାର ଥିଲେ । ସେ ଭାରତର ମଧନ ଦାର୍ଶନିକ ଏବଂ ଧର୍ମପ୍ରବର୍ତକ ଥିଲେ । ସେ ଅଦ୍ୱୈତ ବେଦାନ୍ତକୁ ଏକ ଦୃଢ଼ଭିତ୍ତି ପ୍ରଦାନ କରିଥିଲେ । ସେ ସନାତନ ଧର୍ମର ବିବିଧ ଧାରା ଗୁଡିକର ଐକ୍ୟ ପ୍ରତିଷ୍ଠା କରିଥିଲେ ।

ରଚନାବଳୀ[ସମ୍ପାଦନା]

ଭାଷ୍ୟ[ସମ୍ପାଦନା]

  • ବ୍ରହ୍ମସୁତ୍ର

ପ୍ରକରଣ ଗ୍ରନ୍ଥ[ସମ୍ପାଦନା]

  • ବିବେକ ଚୁଡ଼ାମଣି

ସ୍ତୋତ୍ର[ସମ୍ପାଦନା]

  • ମୋହମୁଦ୍ଗର
  • ଗଣେଶ ପଞ୍ଚରତ୍ନମ
  • ଗଣେଶ ଭୁଜଙ୍ଗମ

ଅଷ୍ଟକମ[ସମ୍ପାଦନା]

  • ଅଚ୍ୟୁତ ଅଷ୍ଟକମ
  • କୃଷ୍ଣ ଅଷ୍ଟକମ
  • ଗୋବିନ୍ଦ ଅଷ୍ଟକମ
  • ପାଣ୍ଡୁରଙ୍ଗ ଅଷ୍ଟକମ
  • ଶ୍ରୀଜଗନ୍ନାଥ ଅଷ୍ଟକମ
  • ଅର୍ଣ୍ଣପୂର୍ଣା ଅଷ୍ଟକମ
  • କାଳଭୈରବ ଅଷ୍ଟକମ
  • ଗୁର୍ବା ଅଷ୍ଟକମ
  • ଗଙ୍ଗା ଅଷ୍ଟକମ
  • ଯମୁନା ଅଷ୍ଟକମ
  • ନର୍ମଦା ଅଷ୍ଟକମ
  • ମଣିକର୍ନିକା ଅଷ୍ଟକମ
  • ଭ୍ରମରାମ୍ବ। ଅଷ୍ଟକମ
  • ଶାରଦାଭୁଜଙ୍ଗପ୍ରୟାତା ଅଷ୍ଟକମ