ବଦଗ୍ଧ-ଚିନ୍ତାମଣି । ନୋଡ଼ ଏ କଥା ଗୋପରେ ଚହ୪ । ନାଶ ବାସ ଦିଅ ଗୁଡ଼ ତପ । ଏ ନାଆଁ ଶୁଣି ଦନେ ଏ କଥା କେହି ଭି ଅବହିତ ଜନେ ଲକ୍ଷ୍ୟ । ହେ ନାଗର । ୧୯/ ନଷୟିମ ଏକ କହିଲ ପୁଣି ଢ ନ ଦେବ ଯେବେ ବାସ ହର । LR ନରପତ ଆଗେ କର ଗୁହାର । ନାନା ଦଣ୍ଡ ଦିଆଇରୁ ଶୁଣିଥାଅ ଏ କଥାକୁ ତଥ୍ୟ କର । ହେ ନାଗର । .. ନ ଗଣୁଛି କ ଗୋପଯୁବଢିଙ୍କି । ନନ୍ଦା ଅର୍ଜନ କରୁଛ କାହିକ । ନ ବାନ୍ଧିବ ପଛେ ଆମ୍ଭଙ୍କୁ ଆଉ ତ ଏ କଥା ହେବ ସହ କି । ହେ ନାଗର |୧୬| ନ ହସି ହସିଲ ପରସ୍ତେ କହନ୍ତ ଗୋପୀଙ୍କି ଗୃହ ବେଣୁଧର । ନାହିଁ ସଂସାର ମଧେ ଉପକାର । be da ନେଉଥୁଲ ବାର ହିତ ମୁଁ କଲକୁ ବୋଲୁଅରୁ ବାସ-ୱେର । ଗୋ ନଗନା । ନବଯଉବନ-ମଦ-ବହୁଳେ । ନ ରଖିଲ ବଢାବଧୂ ସକଳେ । କ ecco ନBପରି ଉଲଗ୍ନ ହୋଇ ଆସି ପଶିଅଛ ପୁଣି ଜଳେ । ଗୋ ନୂତନା | ୧୩ | ନିର୍ମଳ ହୃଦେ ଦିଗାମ୍ବର ଧାରଣ ହେତୁ ଅମ୍ବର ନ ସହଲ । ନୁଆ ହର ଗଉର ଯୋଗ ହେଲ । o ନସ୍ତେ ଜଣାଗଲ ଏଥିପାଇଁ ଭକ ମଦନ-ଘର ବୁଡ଼ଲ । ଗୋ ନୂତନା । ନଜ ଆଚରଣ ମନେ ଧର । ନୃପକ୍ଷରେ କର୍ ଲେଡ଼ ଗୁହାର । ନଅ ଯେ ଯାହାର ବାସ ଆସି ଚମ୍ପି, ନ ଦେଲେ ଦୋଷ ଆମ୍ଭର । ଗୋ ନୂତନା ଖ ନଗନାମାନେ ଏ ବାଣୀ ଶୁଣି ଲଜ-ହରଷ-ରସରେ ମଜ୍ଜନ । ନ କରେ କି ଅନାୟୁତ୍ ବଧାନ । ନ ଗଲେ ର ପ୍ରତିକାର ନାହିଁ ଆଉ ଭଲ ବାଳୀ ଛନ୍ନମନ । ସେ ନୂତନା । ନିଜ କରେ ମର୍ମ-ସ୍ଥାନ ଅଗ୍ରଦ । ନଦୀ ଜନ୍ମ ବାହାର ନେନ୍ଦ୍ର ମୁଦ । ନର୍ଭ ବଦନେ ଅପଥ ପଥ କଲେ ମୁଖ ମୋଡ଼ କରେ ଲଦି । ସେ ନୂତନା |୧୫| ୧୧—୪ ଗୋପରେ ପ୍ରକ-କ, ଖ, ଗ; ୧୧–୭ ଜନେ ନଗ, ସ; ୯୩୭ ଉଲଙ୍ଗ-୦; କୋଣସି ପୋଥରେ ଏହା ପଠିଭ ହୋଇନାହିଁ । ୧୪ —୧ ଦିଗମ୍ବର-୪, ୦; ହେତୁ ଆମ୍ଭର ନ ରହଲ-କ, ଖ, ୪, ୦; ୧୫ ‘ ଅନାଭ’- ସମସ୍ତ ପୋଥିରେ ଅନ୍ଧ୍ର, ‘ଅନାସୃଷ୍ଟ’ ପାଠ କଳୁ
3