ବିଦ-ତନ୍ତାମଣି । କହେ କେ ଘନସାର ବାଟି ଆଣ । କପୋଳରେ ଦେବା ବଧୂ କରଣ । କମଳନାଳ ମାଳ ଗଳେ ଦେବା । କ’ର ରଜ ଅଙ୍ଗେ ଲଗାଇବା । କନ୍ଦର୍ପ ପ୍ରପନ୍ଥୀ ଗୋ । କପର୍ଜୀ ଭ୍ରମେ ଥକା ଯିବ ଦୁ ଦର୍ଶକ କହଲ କଉଁ ସଜ । ତମ କରଇ ବଇର ସେନ । ତରୁଣୀତଳକ ପୁଣି ଗଉର । ଭସଙ୍ଗ ଉରଜ ସ୍ୱନ୍ତୁ ପର । ଘୁଞ୍ଚ୍ | ୨୧ | ଜାମ୍ମୁଖ ଯେ । ଥିଲେ କଲେ ଦିଅଇ ବଡ଼ସ । ୨୨ । ଉଚ୍ଚ କୁଚୟଗ ଲୁଚବା ପାଇଁ । ଉଷୀର ବାନ୍ଧି ଗୋ ଦିଅ ଲେପାଇ । ଉପୁଜେ ନାହିଁ ତହିଁ ରୁ ଶ୍ଳୋକ । ଉପଯାକ ହୋଇବେ ବାଧଳ । ଉଭୟୁ ସନ୍ଦେହ ଯେ । ଊଣା କ ପଙ୍କ ବାହ ଓହା ଦେହ । ୨୩ । ଘଈ କେବଳ ଆମ୍ଭେ ମରୁଥାଇଁ । ଘବମୀ ଏହା ଆଣିଶୁ ଲେଖାଇ । ଭଲ-ଅକ୍ଷର କେ କରିବ ଆନ । ସୂଚନା ସମୁଦ୍ରେ ହେଲ ମଜ୍ଜନ । ଭୁବ ନ ମନରେ ଗୋ | ଭଗ୍ୟକୁ କେ ବଲ ଅରୁ ସଂସାରେ | ୨୪ | କାମ ଘୃଣ୍ଡାଳ ନତ ଦେବ ଦହ । କାଈଁ ଦାହ ଏହା ଅର୍ଜିଲ୍ ସସ୍ । କାଳେ ଯେ ଶୁଣି ନାହିଁ ପରଭବ । କାହା ମନେ ଥୁଲ ଏହା ସହିବ । କାନ୍ତ ସାର ବାଳୀ ଗୋ । କାହିଁ ଗଲ ଅବକର ଝଲ । ୨୫ । କନକ ଚମ୍ପକ କେତକ ଭୋଗ । କମଳ କେଶର କାଶ୍ମୀର ଗୋଷ୍ଠୀ । କରୁଥାଇ ଯେଉଁ କାନ୍ତ ଧକ୍କାର । କଲ କେଷକ ସଙ୍ଗେ ତୁଳବାର ! କର୍କଶ ଦଇବ ଯେ । କାହାକୁ ଦେଇଛୁ କି ପସଭବ । ୨୭ | ଶିଶୁକୁସୁମ ଲବଣୀ ରୁଳା l ସିହାଣୀ କୋମଳକୁ ନୋହେ ତୁଳା । ଶିଶୁକାର୍ଚ୍ଚ ସୁଖୀ ଚନ୍ଦ୍ର ବଦନା । ଶିବପର-ଶର ମହାବେଦନା । ସିମନ୍ତମ ସହ ଯେ । ଶୀର୍ଷ ହୋଇ ପ୍ରାଣ ବହଛୁ କେନ୍ଦ୍ର । ୨୭ । ଶୟନେ ସପଢ ପରନ୍ତ ତୁଳୀ । ଶନ ନ କରେ ପରେ ବାଳୀ । ଶଙ୍କା କରୁଥାଉଁ ସିନ୍ଧୁ ସୁମନ । ସବୁରୁ ପଣନ୍ତେ ଏବେ ତା ଦିନ । ସବୁ ବହି ହାଢେ ଯେ । ଶରୀର କି ନ ସହ ଅନାରେ । ୨୮ । ଚତୁର-ମୁକୁ୪ ଘର ହେବାରେ । ଚଉସର ହାର କଣ୍ଠ ନ ଭରେ । ଚନ୍ଦ୍ର ଚନ୍ଦନ ବେଳେ ଦେଲେ ବୋଳ । ଚଞ୍ଚଳନେବା ହେଉଥାଏ ଚଲ । ଚତୁର ଧୂଳକ ଯେ । ଚଉମାଥ ଭଲ କଲ ବାକୀକ । ୨୯ । ୧୭୨ ୨on - ୨୧–୬ ଯିବ ଅବା-୫. ଝ ଦଂଗୀତ ସମସ୍ତ ପୋଖରେ; ୨୨ – ୪ ଉତ୍ସଙ୍ଗ ୪, ୨: — ୩ କାହିକ ପହଁ -କ, ଗ, ୪, ୦; ୨୩ ୮୬ ଉତ୍ସ ଦେହ-ଜ, ଲହା ଦେହ-ଗ; ଲେ ଦେହକ; ସେହ ଦେହ-୪, ୦; ୨୪୮୫ ଭାବମ ମନରେ-କ, ଖ, ଗ, ଘ, କ, ଝ. ୪; ଏ ପାଠ ମଧ୍ୟ ହୋଇପାରେ । ଭାବନା ୮୦; ୨୭–୬ ତଛ କହ-୫, ୦; ୨୮—୧ ସତ
ପରସ୍ତ-କ, ୦; ୨୮-୩ କରୁଥାଇ କ, ଖ, ୩, ୦; ୨୯–୬ ଚଉମଥା-କ, ଖ, ୪, ୦;