Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୩
ଆରଣ୍ୟକାଣ୍ଡ

ମୁନଙ୍କି ମେଲଣି ସାରିଣ । ସେଠାରୁ ଯୋଜନେ ଦକ୍ଷିଣକୁ ଗଲେ । ପଞ୍ଚଦଶ ଜଣ ୨ ଛକରେ ପ୍ରକାଶ ପକ୍ଷୀକ ଜର୍ଜ ଦେଖିଲେ ୩ । ବଶେ ବସିଛୁ, ଗିଈ ସମ୍ମାନ ଦେ ନାୟୁ ଓ ଦେଖିଣ ଜାନଙ୍କ ମୁଭ ହେଇଲେ ପୁଛନ୍ତି ତାକୁ ବ୍ୟଗ୍ର । ରାମଙ୍କୁ କହିଲେ କୁଳାନୁଚରି ନୟୁ ନାମଟି ଅନ୍ତର । ଗରୁଡ଼ଙ୍କର ଜନଶ୍ଚ ପୁଣି ଆମ୍ଭେ ବାପାଙ୍କ ମଇଛି ଗୁମ୍ଭର । ଶୁଣି ଶ୍ରଗ୍ରାମ, ଭାହାଙ୍କୁ ମାନ୍ୟଧର୍ମ କଲେ । କେଉଁଠାରେ କୁଟୀ କଣ୍ଠବ ବୋଲି ସଙ୍ଗରେ ଘେନିଣ ଅଇଲେ ॥ ମନୋରମ ପୁଷ୍କରଣୀଏ ୪ ଦେଖିଲେ ନଦୀର ପଶ୍ଚିମ ବ୍ଲଗରେ । କୁଶ ୫ କୁସୁମ ଫଳ ମୂଲ ସୁଲଭ କୁଟୀ କଲେ ଜହି ଲଗରେ । ମୃଛିକା ବାଡ଼, କଣ୍ଠ ଇନ୍ଧନ ଓ ପୀଡ଼ଲେ । ପଲ୍ଲବମାନଙ୍କରେ ତାହା ଅରୁଦ ଦୁର୍ଲଭ କରି ସଜାଡ଼ଲେ । ଅତ ବୃତ୍ତ ଉ ପର୍ତ୍ତଶାଳା ଶ୍ରୀଘ୍ରମ ଦେଖି ୭ ଲକ୍ଷ୍ମଣଙ୍କୁ ପ୍ରଶଂସି । ଧନୁ ତୃଣ ଖଣ୍ଡା ସମସ୍ତ ରଖିଣ ରହିଲେ ଘେନ ୮ ଘୂରୁକେଶୀ | ତଥ୍ୟ ଅଗରେ, ଲକ୍ଷ୍ମଣ କୁମ୍ଭୀର ୯ ରଚିଲେ ! ବୋଲେ ବର୍ଣ ଯହି ମହାଦୁଖ ପାଇ ୧୧ ରଜନ ଦିବସ ବଲେ ! ୧ ହୋଇଣ ପୋଽପାଠ, ୨-୦୪ ପୋଥୁପା, ୩-ସଙ୍କେଇ ମୁନ କରିଥିଲେ ପୁ ସ୍ତକପାଠ, ୪-ପୁଷ୍ପ ଅରଣ୍ୟ ପୁସ୍ତକପାଠ, ୫-ନାନା ପୋଥପାଠ, ୬-ଗଣ୍ଠି ପୋଥିପାଠ, ୭–ବଡ଼ ପୋଥପାଠ, ୮-ସୌଭୟା ଘେନ ପୋଥିପାଠ, ୯-କୁଣୀ ପୋଥପାଠ, ୧°-ଯାଇ ପୁ ସ୍ତକପାଠ । ୨୩